ଅଁଳା ଗୋଟିଏ ଏଭଳି ଫଳ ଯାହାକି ଆୟୁର୍ବେଦ ରେ ଅନେକ ସ୍ୱାସ୍ଥ୍ୟଗତ ଲାଭ ଦେଇଥାଏ, ଏହା ଭିଟାମିନ ସି , ଏଣ୍ଟିଅକ୍ସିଡେଣ୍ଟ ଓ ଅନେକ ପ୍ରକାରର ନିୟୁଟ୍ରିସନ ରହିଥାଏ l ଅଁଳା ହେଉଛି ଗୋଟିଏ ପାୱାର ହାଉସ କହିଲେ ଅତିୟୁକ୍ତି ହେବନାହିଁ l ଏହା ଆମ ଶରୀରକୁ ଗରମ ରଖି ରୋଗ ଠାରୁ ମଧ୍ୟ ଦୁରେଇ ରଖିଥାଏ l
– ଅଁଳା ଖାଇବାର ଲାଭ –
– ବୁଷ୍ଟ ଇମ୍ୟୁନିଟି –
ଅଁଳା ରେ ଭିଟାମିନ ସି ଭଳି ହାଇ ନିୟୁଟ୍ରିସନ ମିଳିଥାଏ, ଯାହାକି ଆମର ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ ଏବଂ ଆମ ଶରୀରକୁ ରୋଗ ମୁକ୍ତ ମଧ୍ୟ ରଖିଥାଏ l
– ଡାଇଜେସନ ରେ ସୁଧାର –
ପ୍ରତିଦିନ ଅଁଳା ସେବନ ଦ୍ୱାରା ଡାଇଜେସନ ସିଷ୍ଟମ ଖୁବ ଭଲ ରହିଥାଏ, ଏହାଛଡା ପେଟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୁଏ l ଏବଂ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l
– ବ୍ଲଡ଼ ସୁଗାର କଣ୍ଟ୍ରୋଲ କରିଥାଏ –
ଅଁଳା ରେ କିଛି ଏଭଳି କମ୍ପ୍ଲିମେଣ୍ଟସ ରହିଥାଏ, ଯାହାକି ବ୍ଲଡ଼ ସୁଗାର ଲେବୁଲ କୁ ନିୟନ୍ତ୍ରଣ କରିଥାଏ l ଯାହାକି ମଧୁମେହ ରୋଗୀଙ୍କ ପାଇଁ ଖୁବ ପ୍ରଭାବଶାଳୀ l
– କେଶ ପାଇଁ ସ୍ୱାସ୍ଥ୍ୟ କର –
ଅଁଳା କେଶ କୁ ଫୋଲିକଲସ କୁ ନରୀଶ କରିଥାଏ, ତା ମୂଳ କୁ ମଜବୁତ କରିବା ଓ ସମୟ ପୂର୍ବରୁ ଧଳା ହେବାକୁ ଅଟକାଇବାରେ ସାହାଯ୍ୟ କରିଥାଏ l ଯାହାଦ୍ୱାରା କେଶ ହେଲଦି ଓ ସାଇନି ରହିଥାଏ l
– ଅଁଳା କୁ ଆପଣ ଗୁଣ୍ଡ କରି ମହୁ ସହିତ ସେବନ କରିବା ଦ୍ୱାରା ଶୀତଋତୁ ର ବିଭିନ୍ନ ଶାରୀରିକ ସମସ୍ୟା ରୁ ଆରମ୍ ପାଇଁ ପାରିବେ ଏବଂ ଅଁଳା କୁ ସିଝାଇ ତାର ପାଣିକୁ ନିୟମିତ ସକାଳୁ ମହୁ ସହିତ ଖାଲି ପେଟରେ ସେବନ କରିବା ଦ୍ୱାରା ଅନେକ ଗୁଡିଏ ରୋଗରୁ ଆରାମ ମଧ୍ୟ ପାଇବେ l
– ଅଁଳା ଏଣ୍ଟିଅକ୍ସିଡେଣ୍ଟ ରେ ଭରପୁର ହୋଇଥିବା କାରଣରୁ ନିୟମିତ ସେବନ କଲେ ଓଜନ ହ୍ରାସ ଉପରେ ରୋକ ଲାଗିଥାଏ ଏବଂ ମଧୁମେହ ସମସ୍ୟା ମଧ୍ୟ ଦୂର ହୋଇଥାଏ l