ଆଜିକାଲି ଏଙ୍ଗଯାଇଟି, ଡିପ୍ରେସନ ସାଧାରଣ ସମସ୍ୟା ଭାବରେ ଦେଖା ଦେଇଛି l ଏହି ସମସ୍ୟା ସେହି ଦେଶର ଲୋକଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି ଯେଉଁଠି ଯେଉଁଠାରେ ଆୟ ସାଧାରଣ ମଧ୍ୟମ ଧରଣର କିମ୍ବା ଅଧିକ ଦେଖା ଯାଉଛି l ଏହା ପଛରେ ବିକଶିତ ଦେଶ ଗୁଡିକରେ ଅଧିକ ଜାଗରଣ ରହିଛି , କିନ୍ତୁ ମଧ୍ୟମ କିମ୍ବା କମ ଆୟ ଦେଶ ଗୁଡିକରେ ଏତେଟା ଜାଗରଣ ନାହିଁ l
କରୋନା ଡିପ୍ରେସନ ଓ ଏଙ୍ଗଜାଇଟି କୁ ଅଧିକ ବୃଦ୍ଧି କରିଛି l ଯେଉଁ ଦେଶରେ କରୋନା ପ୍ରଭାବ ଅଧିକ ଦେଖା ଦେଇଛି ସେହି ଦେଶରେ ଅଧିକ ମେଣ୍ଟାଲ ହେଲ୍ଥ ସମସ୍ୟା ଦେଖା ଯାଉଛି l
* ୨୦୧୯ ର ଗୋଟିଏ ତଥ୍ୟ ଅନୁସାରେ ସାରା ବିଶ୍ୱରେ ୧୩ ପ୍ରତିଶତ ଲୋକ ମେଣ୍ଟାଲ ହେଲ୍ଥ ସହିତ ଯୋଡି ହୋଇଥିବା ସମସ୍ୟାକୁ ନେଇ ୧୩ ପ୍ରତିଶତ ରୁ ଏହା ବର୍ତମାନ ୧ ବିଲିୟନ ରେ ପହଂଚିଛି l
* ଏଥିରୁ ୮୨ ପ୍ରତିଶତ ଲୋକ ମିଡିୟମ କିମ୍ବା ଲୋ ଇନକମ ଦେଶ ଗୁଡିକରେ ଏଭଳି ମାନସିକ ରୋଗ ସମସ୍ୟା ଅଧିକ ଦେଖା ଯାଉଛି l
* ଏହି ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ମହିଳାଙ୍କୁ ଡିପ୍ରେସନ ଓ ଏଙ୍ଗଜାଇଟି ଦେଖା ଯାଇଥିବା ବେଳେ ପୁରୁଷ ମାନଙ୍କର ମେଣ୍ଟାଲ ହେଲ୍ଥ ଖରାପ ରହି ଥିବାର ଦେଖିବାକୁ ମିଳିଛି l
* ମେଣ୍ଟାଲ ହେଲ୍ଥ ସହିତ ଯୋଡି ହୋଇଥିବା ସମସ୍ୟା ଗୁଡିକ ଆର୍ଥିକ ସମସ୍ୟା ଉପରେ ମଧ୍ୟ ପ୍ରଭାବ ପକାଉଛି l ଯାହାକୁ ନେଇ ଚିକିତ୍ସା କ୍ଷେତ୍ରରେ ଅଧିକ ପଇସା ଖର୍ଚ୍ଚ ହେଉ ଥିବାର ଦେଖିବାକୁ ମିଳୁଛି l
* କରୋନା କାରଣରୁ ବିଶେଷ ଭାବରେ ମାନସିକ ସ୍ୱାସ୍ଥ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଏହାକୁ ନେଇ ସାଧାରଣ ରେ ଅଧିକ ପ୍ରଭାବିତ ହେଉ ଥିବାର ଦେଖିବାକୁ ମିଳିଛି l