ଖାଇ ସାରିବାର ତୁରନ୍ତ ପରେ ଯଦି ପାଣି ପିଉଛନ୍ତି ତେବେ ଜାଣି ନିଅନ୍ତୁ ଏହି କଥା , କଦାପି ହେବେ ନାହିଁ କୌଣସି ରୋଗରେ ଆକ୍ରାନ୍ତ
ଖାଦ୍ୟ ଓ ଜଳ ଏହି ଦୁଇଟି ଜିନିଷ ମଣିଷ ଜୀବନ ପାଇଁ ଖୁବ ଆବଶ୍ୟକ ଅଟେ l ହେଲଥ ଏକ୍ସପର୍ଟ ଙ୍କ ସୂଚନା ଅନୁସାରେ , ଯଦି ପ୍ରତିଦିନ ଆପଣ ୩-୪ ଲିଟର ପାଣି ପିଉଛନ୍ତି ତେବେ ଅନେକ ପ୍ରକାର ରୋଗ ରୁ ନିଜକୁ ରକ୍ଷା କରି ପରିବେ l ଅନେକ ଲୋକ ଏଭଳି ଅଛନ୍ତି ଯିଏ କି ଖାଇବାର ତୁରନ୍ତ ପରେ ପାଣି ପିଇଥାଆନ୍ତି , କିନ୍ତୁ ଡାକ୍ତର ଏହି ଅଭ୍ୟାସ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି l
ଅଧ୍ୟୟନ ଅନୁସାରେ ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଏସିଡିଟି ଓ ବ୍ଲଟିଂ ସମସ୍ୟା ଦେଖା ଯାଇଥାଏ l ଏଭଳି କରିବା ଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ l ତେଣୁ ଖାଇବାର ୩୦ ମିନିଟ ପରେ କିମ୍ବା ୩୦ ମିନିଟ ପୂର୍ବରୁ ପାଣି ପିଇବା ଜରୁରୀ l ଆସନ୍ତୁ ଜାଣିବା ଭୋଜନ ର ତୁରନ୍ତ ପରେ ପାଣି ପିଇବା ଦ୍ୱାରା କେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ l
* ଖାଇ ସାରିବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା କେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା ହୋଇ ଯାଇଥାଏ :-
* ଓଜନ ବୃଦ୍ଧି ଗୋଟିଏ ବଡ଼ କାରଣ
* ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ
* ପେଟ ରେ ଗ୍ୟାସ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ
* ବ୍ଲଡ଼ ଶୁଗର ସ୍ତର ମଧ୍ୟ ଦ୍ରୁତ ବେଗରେ ବୃଦ୍ଧି ହୋଇଥାଏ
* ଖାଇ ସାରିବାର କେତେ ସମୟ ପରେ ପାଣି ପିଇବା ଜରୁରୀ ? -:
ହେଲଥ ଏକ୍ସପର୍ଟ ଙ୍କ ସୂଚନା ଅନୁଯାୟୀ ଯେତେବେଳେ ମଧ୍ୟ ଆପଣ ଖାଦ୍ୟ ଖାଇ ଥାଆନ୍ତି ତାହା ହଜମ ହେବା ପାଇଁ ୨ ଘଣ୍ଟା ସମୟ ଲାଗିଥାଏ l ଯଦି ଏହ ସମୟ ମଧ୍ୟରେ ଆପଣ ପାଣି ପିଇବେ ତେବେ ଡାଇଜେସନ ସମସ୍ୟା ଦେଖା ଯାଇଥାଏ l ତେଣୁ ଖାଇବାର ୩୦ ମିନିଟ ପୂର୍ବରୁ ଓ ଖାଇବାର ୪୫-୬୦ ମିନିଟ ପରେ ପାଣି ପିଇବା ଉଚିତ l
ପାଣି ପିଇବାର ୫ ଟି ଜବରଦସ୍ତ ଲାଭ :-
* ଖାଇବାର ଠିକ ଗୋଟିଏ ଘଣ୍ଟା ପରେ ପାଣି ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ l
* ଖାଇବାର କିଛି ସମୟ ପରେ ପାଣି ପିଇବା ଦ୍ୱାରା ପାଚନ ସମସ୍ୟା ଦୂର ହୋଇଥାଏ , ଏବଂ ପାଚନ ତନ୍ତ୍ର ଠିକ ରହିଥାଏ l
* ଏସିଡିଟି ଓ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ l
* ଯେତେବେଳେ ଆମେ ଖାଇ ସାରିବା ପରେ ତୁରନ୍ତ ପାଣି ଦିଅନ୍ତୁ ତେବେ ପୋଷାକ ତତ୍ୱ କୁ ଭଲ ଭାବରେ ଅବଶୋଷିତ କରି ପାରିବ l
* ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ଦ୍ୱାରା ନିଦ ଖୁବ ଭଲ ହୋଇଥାଏ , ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ l