Odisha news

ପ୍ରତିଦିନ ରାତିରେ ସେବନ କରନ୍ତୁ ଗୋଟିଏ ଗ୍ଲାସ ଉଷୁମ ଦୁଗ୍ଧ ସହିତ ଗୋଟିଏ ଚାମଚ ଘିଅ , ଦୂରେଇ ରହିବେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା ଠାରୁ 

0
ଘିଅ ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର ଅଟେ l ଖାଦ୍ୟ ପ୍ରସ୍ତୁତ କରିବାରୁ ନେଇ ପୂଜା କରିବା ପର୍ଯ୍ୟନ୍ତ ସବୁଥିରେ ଘିଅର ଆବଶ୍ୟକତା ପଡିଥାଏ l ଘିଅରେ ଭିଟାମିନ ଏ, ଡି, ଇ ଓ କେ ର ଗୋଟିଏ ଭଲ ସ୍ରୋତ ଅଟେ l ଗାଈ ଘିଅ ସେବନ ଦ୍ୱାରା ଶରୀର ଫୁଲିବା ଭଳି ସମସ୍ୟା କମି ଯାଇଥାଏ l ଏହାଛଡା ଘିଅରେ ହେଲଦି ଫ୍ୟାଟ ମଧ୍ୟ ରହିଥାଏ l
* ଘିଅ ଓ ଦୁଗ୍ଧ ରେ ରହିଥିବା ହେଲଦି ଫ୍ୟାଟ ଶରୀରରେ ଅବଜର୍ବ ହୋଇଥାଏ ସହଜରେ l ଯାହା ଶରୀର ପାଇଁ ଖୁବ ଲାଭ ଦାୟକ ଅଟେ l
* ସୁଧ ଦେଶୀ ଘିଅରେ ହେଲଦି ଫ୍ୟାଟ ରହିଥାଏ ଯାହାକି ଶରୀରକୁ ସାରାଦିନ ଏନର୍ଜେଟିକ୍ ରଖିଥାଏ l
* ଘିଅ ଓ ଦୁଗ୍ଧ ର କମ୍ବିନେସନ ଶରୀର ପାଇଁ ଖୁବ ଭଲ ଅଟେ l ଏହା କ୍ୟାଲସିୟମ ଓ ଭିଟାମିନ ଡି ର ଗୋଟିଏ ଭଲ ସ୍ରୋତ ଅଟେ l ଏହା ବୋନ ହେଲଥ ଖୁ ସୁସ୍ଥ ରଖିଥାଏ ଓ ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ l
* ସୁଧ ଦେଶୀ ଘିଅ ପେଟର ଏସିଡ ସମସ୍ୟ ପାଇଁ ଖୁବ ଲାଭଦାୟକ ଅଟେ l ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ l
* ଦୁଗ୍ଧ ରେ ଘିଅ ମିଶାଇ ସେବନ କରିବା ଦ୍ୱାରା ମେଟାବୋଲିଯିମ ରେଟ ବୃଦ୍ଧି ପାଇଥାଏ l ଯାହାଦ୍ୱାରା ଓଜନ ହ୍ରାସ ରେ ସାହାଯ୍ୟ ମିଳିଥାଏ l
* ଯଦି ଅନିଦ୍ରାର ଶିକାର ହେଉଛନ୍ତି ତେବେ ପ୍ରତିଦିନ ରାତିରେ ଉଷୁମ ଦୁଗ୍ଧ ରେ ସାମାନ୍ୟ ଘିଅ ମିଶାଇ ସେବନ କରନ୍ତୁ l ଅନିଦ୍ରା ଦୋଷ ଦୂର ହୋଇଥାଏ l
* ଗୋଟିଏ ଗ୍ଲାସ ଦୁଗ୍ଧ ରେ ଗୋଟିଏ ଚାମଚ ଘିଅର ଆବଶ୍ୟକତା ପଡିଥାଏ l
* ଘିଅ ଯୁକ୍ତ ଦୁଗ୍ଧ ଉଚ୍ଚ ରକ୍ତଚାପ ଓ ମଧୁମେହ ପାଇଁ ମଧ୍ୟ ଖୁବ ହିତକର ଅଟେ l
Nalco

Leave A Reply