Odisha news

୧୯୨୯ ରେ ଜନ୍ମ ନେଇଛି ଏହି ଦେଶ କିନ୍ତୁ ୯୫ ବର୍ଷ ହେଲାଣି ଏଠାରେ ଜନ୍ମ ନେଇ ନାହାନ୍ତି ଗୋଟିଏ ବି ଛୁଆ

0

ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ର ସବୁବେଳେ ନୂଆ ନୂଆ ସ୍ଥାନ ପାଇଁ ଅନ୍ୱେଷଣ ରହିଥାଏ, ଏବଂ ସେମାନେ ସେଠାକୁ ଯାଇ କିଛିଟା ନୂଆ ଅନୁଭୂତି ଲାଭ କରି ଥାଆନ୍ତି, ଆଜି ଆମେ ଗୋଟିଏ ଏଭଳି ଦେଶ ବିଷୟରେ ଜାଣିବା ଯିଏ କି ଗୋଟିଏ ସବୁଠୁ ଛୋଟ ସ୍ୱତନ୍ତ୍ର ଦେଶ ଅଟେ l ରବିନ ଏହି ଦେଶକୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଅସିଥାଆନ୍ତି l କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କି ଏହି ଦେଶ ନିର୍ମାଣ ହେବା ଦିନରୁ ଏଠାରେ ଗୋଟିଏ ହେଲେ ଶିଶୁ ଜନ୍ମ ନେଇ ନାହାନ୍ତି l

ଆମେ କହୁଚୁ ଇଟାଲୀ ର ରୋମ ରେ ସ୍ଥିତ ସ୍ୱତନ୍ତ୍ର ସହର – ରାଜ୍ୟ  ଭାଟିକାନ ସିଟି, ଯାହାର ଗଣନା ପ୍ରସିଦ୍ଧ ଟୁରିଷ୍ଟ ଡେଷ୍ଟିନେସନ ଭାବରେ ହୋଇଥାଏ, ଦୁନିଆର ସବୁଠୁ ଅବିଶ୍ୱାସନୀୟ ସ୍ଥଳ ରେ ଅବସ୍ଥିତ ସ୍ଥାନ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦେବ l ଭାଟିକାନ ସିଟି କୁ ଦୁନିଆର ସବୁଠୁ କମ ଜନସଂଖ୍ୟା ଥିବା ଦେଶ ଭାବରେ ଗଣନା କରାଯାଏ l  ଏହି ଦେଶ ଗୋଟିଏ ଈସାଈ ବହୁଳ ଦେଶ , ଏଠାକାର ନାଗରିକ ମାନେ ନିଜର ଧର୍ମ କାରଣରୁ ବିବାହ କରିବା ପାଇଁ କିମ୍ବା ଛୁଆ ଜନ୍ମ କରିବାକୁ ଅନୁମତି ମିଳିନଥାଏ l

ଭାଟିକାନ ସିଟି ରେ ରହୁଥିବା ଲୋକେ ମୁଖ୍ୟତଃ ଭାବରେ ପୂଜାରୀ ହୋଇ ଥାଆନ୍ତି, ଯେଉଁ ମାନେ ବିବାହ କରିବା କିମ୍ବା ମାତାପିତା ହେବାର ଅନୁମତି ନାହିଁ l ୪୪ ହଜାର ବରଂ ମିଟର ରେ ବିସ୍ତୃତ ହୋଇଥିବା ଏହି ଦେଶ ରେ ପାଖାପାଖି ୮୦୦ ଲୋକ ରହିଥାଆନ୍ତି l ବର୍ତମାନ ର ତଥ୍ୟ ଅନୁସାରେ ଏହି ଛୋଟ ରୁ ଦେଶରେ କେବଳ ୩୦ ଜଣ ମହିଳା ରହି ଥାଆନ୍ତି l ଏବଂ ଯେଉଁ ମାନଙ୍କ ପାଇଁ ବିଶେଷ ଡ୍ରେସ କୋଡ଼ ମଧ୍ୟ ରହିଛି l ଭାଟିକାନ ସିଟି ପୋପ ଙ୍କର ନିବାସ ସ୍ଥାନ ଅଟେ ଏବଂ କ୍ୟାଥୋଲିକ ଚର୍ଚ୍ଚ ର ଅଫିସିଆଲ ମୁଖ୍ୟାଳୟ ଅଟେ l

Leave A Reply