ବାଲିପାଟଣା : ବାଲିପାଟଣା ବ୍ଲକର ଭାକରସାହି ଗ୍ରାମପଚାଂୟତ ରୁ ପୁଣି ଆଉ ଜଣେ କରେନା ରୋଗି ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ପୁର୍ବେ ତାଙ୍କୁ ପରୀକ୍ଷା କରାଯାଇ ଥିଲା । ଗତ ୨୪ ତାରିଖ ରାତିରେ ତାଙ୍କର ପଜେଟିଭ୍ ବାହାରିବା ପରେ ପ୍ରଶାସନ ତରଫରୁ ତାଙ୍କୁ କୋଭିଡ୍ ହସ୍ପିଟାଲ୍ କୁ ପଠାଇ ଦିଆ ଯାଇଛି ।
ସେ ସୁରତରୁ ଆସି ଭାକରସାହି ସ୍ଥିତ କ୍ୱାରେଂଟଇନ୍ ହୋମରେ ଥିଲେ । ସେହିପରି ପୂର୍ବରୁ ମଝିହରା ଗ୍ରାମପଚାଂୟତ ଓ ସୋମଣା ଗ୍ରାମପଚାଂୟତରୁ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇ କୋଭିଡ୍ ହସପିଟାଲ୍ ରେ ଚିକିସôିତ ହେଉଛନ୍ତି ।