Odisha news

ଶରୀରରେ ଟାଟୁ ଯଦି କରୁଛନ୍ତି ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହା କ୍ୟାନ୍ସର ର କାରଣ : ବୈଜ୍ଞାନିକ ଙ୍କ ସୂଚନା

0

ଆଜିର ଆଧୁନିକ ସମାଜ ରେ ଟାଟୁ ଖୋଦେଇ କରିବାର କରଜ ପ୍ରତ୍ୟେକ ଆୟୁ ବରଂ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି l ଯାହାକୁ ବିଶେଷ ଭାବରେ ଆଧୁନିକତାର ଷ୍ଟାଇଲ୍ ଓ ଉଚ୍ଚ ସମାଜ ର ପରିଚୟ ବୋଲି କୁହାଯାଉଛି l କିନ୍ତୁ ବୈଜ୍ଞାନିକ ମାନଙ୍କର ଗୋଟିଏ ଅଧ୍ୟୟନ ରେ ଏହାକୁ କ୍ୟାନ୍ସର କାରଣ ବୋଲି ଦର୍ଶା ଯାଇଛି l

ହାବାର୍ଡ ବିଶ୍ୱବିଦ୍ୟାଳୟ ର ଅଧ୍ୟୟନ ଅନୁସାରେ ଟାଟୁ ବନେଇବା ପାଇଁ ସେଥିରେ ବ୍ୟବହୃତ ହେଉଥିବା ରଙ୍ଗ ସ୍କିନ ଓ ସ୍ୱାସ୍ଥ୍ୟ ପାଇଁ ପ୍ରାଣଘାତକ ବୋଲି ଦର୍ଶା ଯାଇଛି l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଟାଟୁ ସ୍କିନ କ୍ୟାନ୍ସର କାରଣ ଅଟେ l

ଟାଟୁ ର ଟ୍ରେଣ୍ଡ କାରଣରୁ ଜୀବନ ବିପଦ ରେ ପଡିଥାଏ, କାହିଁକି ଯେତେବେଳେ ଲାବ୍ରୋଟାରୀ ରେ ଏହି ଇଙ୍କ ବା ରଙ୍ଗକୁ ବ୍ୟବହାର କରାଯାଇ ଥିଲା ସେତେବେଳେ ଜଣା ପଡିଥିଲା ଯେ ଏଥିରେ ଥିବା କେମିକାଲ ପ୍ରାଣଘାତକ ଅଟେ l

ଟାଟୁ ର ସାଇଡ ଇଫେକ୍ଟ –
– ଟାଟୁ ତିଆରି ହେଉଥିବା ଇଙ୍କ ବା ରଙ୍ଗରେ ରହିଛି ଅନେକ ଗୁଡିଏ ମାରାତ୍ମକ କେମିକାଲ, ଯେଉଁ କାରଣରୁ ଟାଟୁ ଶରୀର ରେ ଦୀର୍ଘସ୍ଥାୟୀ ହୋଇ ରହୁଛି l  କିନ୍ତୁ ଏହି ଇଙ୍କ ଆମ ଚର୍ମ ର ସଂସ୍ପର୍ଶ ରେ ଆସିଲେ ମାରାତ୍ମକ ସ୍କିନ କ୍ୟାନ୍ସର ର କାରଣ ହେଉଛି l

– ଏହି ଅଧ୍ୟୟନ ରେ ଆହୁରି ମଧ୍ୟ କୁହାଯାଇଛି ଟାଟୁ ର ଇଙ୍କ ମଣିଷ ଶରୀର ର ବ୍ଲଡ଼ ଭାସେଲ ସଂସ୍ପର୍ଶ ରେ ଆସିବା ଦ୍ୱାରା ଏହା ଆମ ଇମ୍ୟୁନ ସିଷ୍ଟମ କୁ ମଧ୍ୟ ପ୍ରଭାବିତ କରିଥାଏ l ଏବଂ ଅନେକ  ପ୍ରକାର ରୋଗ ଶରୀର ରେ ଦୀର୍ଘ ସ୍ଥାୟୀ ହୋଇ ରହିଥାଏ l

– ଟାଟୁ ର ଇଙ୍କ ମଣିଷ କୁ ଏତେ କ୍ଷତି ଘଟାଇ ଥାଏ ଯେ ଟାଟୁ କୁଟାଉ ଥିବା ବ୍ୟକ୍ତି ମାନେ ହେୟାର ଫଳ ର ସମୁଖୀନ ମଧ୍ୟ ହୋଇଥାଆନ୍ତି l ଏବଂ ଏହା ମଧ୍ୟ ବ୍ରେନ କ୍ୟାନ୍ସର ର କାରଣ ହୋଇପାରେ l

– ଟାଟୁ ଖୋଦେଇ କରୁଥିବା ବେଳେ ବିଶେଷ ଭାବରେ କିଛିଟା କଥାକୁ ଧ୍ୟାନ ଦେବା ନିହାତି ଜରୁରୀ l ସର୍ବ ପ୍ରଥମେ ସେହି ମାରାତ୍ମକ କେମିକାଲ ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ l

Har Ghar Tiranga

Leave A Reply