ଲୁନା ପଛରୁ ଧକ୍କା ଦେଲା ଟ୍ରକ ; ଚାଳକ ମୃତ, ସହଯାତ୍ରୀ ଗୁରୁତର
ପାଣିକୋଇଲି : ୨୦ନମ୍ବର ଜାତୀୟ ରାଜପଥର କୋରାଇ ଥାନା ଅନ୍ତର୍ଗତ ପାଣିକୋଇଲି-ଯାଜପୁରରୋଡ ରାସ୍ତାର ଆଲିଆ ଛକ ନିକଟରେ ଆଜି ଅପରାହ୍ଣରେ ଲୁନା ପଛରୁ ଏକ ଟକ୍ର ଧକ୍କା ଦେଇଥିଲା । ଆଜି ଅପରାହ୍ଣ ପ୍ରାୟ ସାଢେ ୨ଟା ସମୟରେ ପଥରପଦା…
Read More...
Read More...