Odisha news

ଏକ ବର୍ଷ ପରେ ସୂର୍ଯ୍ୟ ଗୋଚର କରିବେ କନ୍ୟା ରାଶିକୁ , ଏହିସବୁ ରାଶି ଉପରେ ପଡିବ ପ୍ରତିକୂଳ ପ୍ରଭାବ

0

ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଦିନ ସୂର୍ଯ୍ୟ ନାରାୟଣ ଗୋଚର କରିବେ କନ୍ୟା ରାଶିକୁ l ଏହିଦିନ କନ୍ୟା ସଂକ୍ରାନ୍ତି ପଡୁଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବ ସମସ୍ତ ଗ୍ରହ ର ପିତା ଅଟନ୍ତି l ବୈଦିକ ଜ୍ୟୋତିଷ ରେ ସୂର୍ଯ୍ୟ ଙ୍କୁ ଆତ୍ମା , ଜୀବନ , ଶକ୍ତି , ଅଧିକାର ସହିତ ଯୋଡ଼ା ଯାଇଥାଏ l ସୂର୍ଯ୍ୟ ଙ୍କ ରାଶି ପରିବର୍ତନ ଖୁବ ମହତ୍ୱପୂର୍ଣ ଅଟେ l ସୂର୍ଯ୍ୟ ନାରାୟଣ ଦୀର୍ଘ ଏକ ବର୍ଷ ପରେ କନ୍ୟା ରାଶିକୁ ଗୋଚର କରୁଥିବାରୁ ଏହା ଖୁବ ମହତ୍ୱପୂର୍ଣ ଅଟେ l

* ସେପ୍ଟେମ୍ବର ୧୭ ତାରିଖ ଦିନ ସୂର୍ଯ୍ୟ ଦେବ ଦିନ ୧ ଟା ୩୦ ମିନିଟ ରେ କନ୍ୟା ରାଶିରେ ପ୍ରବେଶ କରିବେ l ଯାହାର ପ୍ରଭାବ ସମସ୍ତ ରାଶିରେ ପଡିବ l ଆସନ୍ତୁ ଜଣବା କେଉଁ ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡିବ l
* ବୃଷ ରାଶି :- ସୂର୍ଯ୍ୟ ଙ୍କ ଗୋଚର ଦ୍ୱାରା ବୃଷ ରାଶିର ବ୍ୟକ୍ତିଙ୍କ ଜୀବନ ରେ ମାଂସମ୍ମାନ ଓ ମହତ୍ୱ ବଢ଼ିଯିବ l ବ୍ୟବସାୟ ରେ ପାର୍ଟନର ଙ୍କ ସହିତ ସମ୍ପର୍କ ମଜବୁତ ହେବ l ଦାମ୍ପତ୍ୟ ଜବନ ରେ ଏହି ରାଶି ର ଖୁବ ଭଲ ଫଳ ପଡିବ l ଆର୍ଥିକ ଅସୁବିଧା ଦୂର ହେବ l

* କର୍କଟ ରାଶି – : ସୂର୍ଯ୍ୟ ଙ୍କ ଏହି ଗୋଚର ଦ୍ୱାରା ଆତ୍ମ ବିଶ୍ୱାସ ବଢିବ l ପାରିବାରିକ ଜୀବନ ରେ ଉନ୍ନତି ହେବ l କୌଣସି ସ୍ଥାନ କୁ ଯାତ୍ରା କଲେ ଶୁଭ ଫଳ ପାଇବେ l ଜୀବନ ଉପରେ ସକାରାତ୍ମକ ପ୍ରଭବ ପଡିବ l

* ବିଛା ରାଶି – : ଚାକିରୀ କ୍ଷେତ୍ର ରେ ସଫଳତା ପାଇବେ l ସମସ୍ତ କାର୍ଯ୍ୟ ରେ ସଫଳତା ପାଇବେ l ବ୍ୟବସାୟ ରେ ସଫଳତା ପାଇବେ l ପରିଶ୍ରମ ର ଉପଯୁକ୍ତ ଫଳ ପାଇବେ l

* ମକର ରାଶି :- ସୂର୍ଯ୍ୟ ଙ୍କ ର ଏହି ରାଶି ପରିବର୍ତନ ଦ୍ୱାରା ମକର ରାଶିର ବ୍ୟକ୍ତି ଙ୍କ ପାଇଁ ଶୁଭ ଫଳ ରହିଛି l ଛାତ୍ର ଛାତ୍ରୀ ଙ୍କ ପାଇଁ ଏହି ସମୟ ଶୁଭ ସମୟ ଅଟେ l ସ୍ୱାସ୍ଥ୍ୟବସ୍ଥା ଠିକ ରହିବ l ଆତ୍ମ ବିଶ୍ୱାସ ରେ ବୃଦ୍ଧି ହେବ l କଳା ଓ କୌଶଳ ରେ ଉନ୍ନତି ହେବ l ଦେଖି ଚାହିଁ ଖର୍ଚ୍ଚ କରିବେ l

Nalco

Leave A Reply