ପୂର୍ବତନ ବିଧାୟକ ସମାଜସେବି ବିଜୟ କୁମାର ମହାନ୍ତିଙ୍କ ପରଲୋକ ଖବର ପାଇ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l 2009 ରୁ 2019 ପର୍ଯ୍ୟନ୍ତ ଲଗାତାର ଭାବେ ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିଧାୟକ ଭାବେ ତାଙ୍କ ଦାଇତ୍ବ ତୁଲାଇ ଥିଲେ l ସମାଜର ତଳସ୍ତରେ ଥିବା ଜନ ସାଧାରଣଙ୍କର ସ୍ୱାର୍ଥକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ l
ତାଙ୍କର ପରଲୋକଗତ ଆତ୍ମାର ସଦଗତି କାମନା କରୁଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏକ ଶୋକବାର୍ତା ରେ ଜଣାଇଛନ୍ତି l