Odisha news

ଏହି ୬ ପ୍ରକୃତି ର ଲୋକଙ୍କ ଉପରେ ସର୍ବଦା ଅସନ୍ତୁଷ୍ଟ ହୋଇ ଥାଆନ୍ତି ଶନିଦେବ 

0
ନ୍ୟାୟର ଦେବତା ଶନିଦେବ ଙ୍କୁ ହିନ୍ଦୁ ଧର୍ମରେ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ଶନିଦେବ ଙ୍କ କୃପା ଦୃଷ୍ଟି ଯେଉଁ ଜାତକ ଉପରେ ରହିଥାଏ ସେମାନଙ୍କ ଭାଗ୍ୟ ଖୋଲି ଯାଇଥାଏ l ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ଶନିଦେବ କର୍ମ ଅନୁସାରେ ଶୁଭ ଓ ଅଶୁଭ ଫଳ ପ୍ରଦାନ କରି ଥାଆନ୍ତି l
ଯେଉଁ ରାଶିର ବ୍ୟକ୍ତି ଙ୍କ ଉପରେ ଶନିଦେବ ଙ୍କ ଅଶୁଭ ଦୃଷ୍ଟି ପଡ଼ିଯାଏ ତର ଜୀବନ ରେ ଖରାପ ସମୟ ର ଆରମ୍ଭ ହୋଇଯାଏ ଓ ଦୁଃଖକଷ୍ଟ ବଢି ଯାଇଥାଏ l ଏବଂ ଶନିଦେବ ଙ୍କ ଶୁଭ ଦୃଷ୍ଟି ଦ୍ୱାରା ଲୋକେ ରଙ୍କ ରୁ ରାଜା ମଧ୍ୟ ହୋଇ ଯାଇ ଥାଆନ୍ତି l ଆଜି ଆମେ ଜାଣିବା ଶନିଦେବ କେଉଁ ଲୋକ ଙ୍କ ଉପରେ ଅଧିକ ଅସନ୍ତୁଷ୍ଟ ରହି ଥାଆନ୍ତି l
* ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଙ୍କୁ କ୍ରୁର ଗ୍ରହ କୁହାଯାଇ ଥାଏ l ମାନ୍ୟତା ରହିଛି ଯେ ଶନିଦେବ ସେହି ବ୍ୟକ୍ତିଙ୍କୁ କଷ୍ଟ ଦେଇ ଥାଆନ୍ତି ଯେଉଁ ବ୍ୟକ୍ତିମାନେ ଗରିବ , ଅସହାୟ , ବୟସ୍କ , ମହିଳା ମାନଙ୍କୁ ବିନା କାରଣରେ କଷ୍ଟ ଦେଇ ଥାଆନ୍ତି l
* ଯେଉଁ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ଧୋକା ଦେଇଥାଏ ଓ ନିନ୍ଦା କରିଥାଏ ସେଭଳି ବ୍ୟକ୍ତିକୁ ଶନିଦେବ ଦଣ୍ଡ ଦେଇ ଥାଆନ୍ତି ଓ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ଶନିଦେବ ସେହି ବ୍ୟକ୍ତି କୁ କଦାପି ଦୟା କରନ୍ତି ନାହିଁ ଯିଏ ନିରୀହ ଜୀବଜନ୍ତୁ ଙ୍କୁ କଷ୍ଟ ଦେଇଥାଏ l
* ଶନି ମହାଦଶା ସମୟ ରେ ଯଦି କୌଣସି ବ୍ୟକ୍ତି ଉପରେ ସାଢେ ସାତି କିମ୍ବା ଢ଼େୟା ଚାଲିଥାଏ ତେବେ ଶନିଦେବ ଙ୍କ କ୍ରୁର ଦୃଷ୍ଟି ତା ଉପରେ ପଡିଥାଏ l
* ଶନି ଦେବ ଙ୍କ ଢେୟା ଓ ସାଢେ ସାତି ସମୟ ରେ ଆର୍ଥିକ ହାନି ହୋଇଥାଏ l ଏବଂ ବ୍ୟକ୍ତି ଅନେକ ପ୍ରକାର ରୋଗ ରେ ପୀଡିତ ହୋଇଥାଏ l
Har Ghar Tiranga

Leave A Reply