Odisha news

ଶାଳପଡା ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଜନ୍ତ୍ରୀଙ୍କ ରେମାଳ ଜଳସେଚନ ପ୍ରକଳ୍ପ ପରିଦର୍ଶନ

0

ଆନନ୍ଦପୁର ସ ବ୍ୟୁ ରେମଳ ଜଳସେଚନ ପ୍ରକଳ୍ପର ସୁଇଚ ଗେଟର ମୋକଡ୍ରିଲ ପରୀକ୍ଷା ନିମନ୍ତେ ଶାଳପଡା ଜଳସେଚନ ବିଭାଗ ମୁଖ୍ୟ ନିର୍ମାଣ ଜନ୍ତ୍ରୀ ଶ୍ରୀ ବିଜୟ କୁମାର ମିଶ୍ର ରେମାଳ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଓ ଡ୍ୟାମ ପରିଦର୍ଶନ କରି ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ। ବର୍ଷା ଋତୁ ଆସୁଥିବାରୁ ଡ୍ୟାମ ର ଜଳପତନ ଓ ଅନ୍ୟାନ୍ୟ ଯନ୍ତ୍ରପାତି ମାନଙ୍କୁ ଦ୍ରୁଷ୍ଟି ନିରକ୍ଷଣ କରିଥିଲେ । ବୈତରଣୀ ଡିବିଜନ ନିର୍ବାହିଜନ୍ତ୍ରୀ ଶ୍ରୀ ବିନୋଦ କୁମାର ପଟ୍ଟନାୟକ ଓ ମେକନିକାଲ  ନିର୍ବାହୀ ଜନ୍ତ୍ରୀ ହିମାଂଶୁ ଶେଖର ସାହୁ  ଓ ରେମାଳ ଉପନିର୍ବାହୀ ଜନ୍ତ୍ରୀ  ଶମ୍ଭୁ ପ୍ରସାଦ ସାହୁ ଓ ସହକାରୀ କନିଷ୍ଠ ଜନ୍ତ୍ରୀ ଶ୍ରୀ ଉମେଶ ଚନ୍ଦ୍ର ଶାସିନୀ ଉପସ୍ଥିତ ଥିଲେ ।

Leave A Reply