Odisha news

ଏହା ହେଉଛନ୍ତି ଏସିଆର ୧୦ଟି ସବୁଠୁ ଧନୀ ଦେଶ ର ତାଲିକା, ଜାଣନ୍ତୁ କେତେ ନମ୍ବର ରେ ରହିଛି ଭାରତର ସ୍ଥାନ 

0
ପ୍ରତି ବ୍ୟକ୍ତିର ଜିଡିପି କୁ ୮୮,୦୪୬ ଡ଼ଲାର ହିସାବରେ ସବୁଠୁ ଧନୀ ରାଷ୍ଟ୍ର ହେଉଛି କତର l
କିନ୍ତୁ କେପିଟା ଡିଜିପି ଅନୁସାରେ ସିଙ୍ଗାପୁର ହେଉଛି ଏସିଆର ଦ୍ଵିତୀୟ ସ୍ଥାନରେ ଥିବା ଧନୀ ରାଷ୍ଟ୍ର l ଏଠାରେ ପ୍ରତି ବ୍ୟକ୍ତିଙ୍କ ପିଚା ଜିଡିପିଭି ୮୨, ୮୦୮ ଡଲାର ଅଟେ l
୫୪,୬୬୦ ଡଲାର ପ୍ରତି ବ୍ୟକ୍ତିଙ୍କ ଜିଡିପି ସହିତ ତୃତୀୟ ସ୍ଥାନରେ ରହିଛି ଧନୀ ରାଷ୍ଟ୍ର ଇସ୍ରାଏଲ l
ସବୁଠୁ ଧନୀ ରାଷ୍ଟ୍ରଙ୍କ ତାଲିକାରେ ୫୩,୭୫୮ ଡଲାର ପ୍ରତି ବ୍ୟକ୍ତିଙ୍କ ଜିଡିପି ଆଧାରରେ ସଂଯୁକ୍ତ ଆରବ ଏମିରଟସ ଚତୁର୍ଥ ସ୍ଥାନରେ ରହିଛି l
ଏହି ତାଲିକାରେ ୫ମ ସ୍ଥାନରେ ହଂକଙ୍ଗ ରହିଛି l ଯେଉଁଠି ପ୍ରତି ବ୍ୟକ୍ତିଙ୍କ ଜିଡିପି ୪୮,୯୮୪ ଡଲାର ରହିଛି l
୪୩,୨୩୩ ପ୍ରତି ବ୍ୟକ୍ତିଙ୍କ ଜିଡିପି ହିସାବରେ କୁଏତ ଧନୀ ରାଷ୍ଟ୍ରଙ୍କ ଷଷ୍ଠ ସ୍ଥାନରେ ରହିଛି l
ଏହି ତାଲିକାରେ ବ୍ରୁନେଇ ସପ୍ତମ ଏସିଆର ସବୁଠୁ ଧନୀ ରାଷ୍ଟ୍ର, ଏହାର କେପିଟା ଜିଡିପି ୩୭,୧୫୨ ଡଲାର ରହିଛି l
ପ୍ରତି ବ୍ୟକ୍ତିଙ୍କ ୩୩୮୧୫ ଡଲାର ଜିଡିପି ଦର ଅନୁସାରେ ଅଷ୍ଟମ ସ୍ଥାନରେ ରହିଛି ଜାପାନ l
ଏହି ତାଲିକା ଅନୁସାରେ ନବମ ସ୍ଥାନରେ ଦକ୍ଷିଣ କୋରିଆ, ଯାହାର ପ୍ରତି କେପିଟା ଡିଜିପି ପାଖାପାଖି ୩୨,୨୫୫ ଡଲାର ଅଟେ l
ଯେବେକି ୧୦ମ ସ୍ଥାନରେ ମକାଉ ରହିଛି, ଯାହାର ପ୍ରତି ବ୍ୟକ୍ତିଙ୍କ ଜିଇପି ୩୧,୬୧୮ଡଲାର ଅଟେ l
Nalco

Leave A Reply