Odisha news

୬ ବର୍ଷ ବୟସରେ ବିଶ୍ୱ ରେକର୍ଡ

0

ଛଅ ବର୍ଷ ବୟସର ଭାରତୀୟ ବାଳକ ଦେବାର୍ଘ୍ୟ ଦୀକ୍ଷିତ୍‌ ତିନି ମିନିଟ୍‌ରେ ୫ ହଜାର ୫୦୦ ଡ୍ରମ୍‌ ବିଟ୍‌ ବଜାଇ ଗିନିଜ୍‌ ବିଶ୍ୱ ରେକର୍ଡରେ ନାଁ ସାମିଲ୍‌ କରିଛନ୍ତି। ଦେବାର୍ଘ୍ୟ ଭାରତର ସର୍ବକନିଷ୍ଠ ଡ୍ରମର୍‌ । ପିଲାଟି ବେଳୁ ଡ୍ରମ୍‌ ବଜାଇ ଆସୁଥିବା କହନ୍ତି ଦେବାର୍ଘ୍ୟ । ତାଙ୍କୁ ଦୁଇ ବର୍ଷ ହୋଇଥିବା ବେଳେ ତାଙ୍କ ବାପା ନିଜ ପାଇଁ ଡ୍ରମ୍‌ ଆଣିଥିଲେ କି;ୁ ଅଭ୍ୟାସ କଲେ ଦେବାର୍ଘ୍ୟ । ଫାଇଟର୍‌ ଜେଟ୍‌ର ପାଇଲଟ୍‌ ହେବା ଲକ୍ଷ୍ୟ ରଖିଛନ୍ତି ଦେବାର୍ଘ୍ୟ ।

Leave A Reply