Odisha news

ଜୁଲାଇ ମାସର ପ୍ରଥମ ସପ୍ତାହ ଏହି ୫ଟି ରାଶିର ଚମକି ଉଠିବ ଭାଗ୍ୟ

0

ଆଜି ହେଉଛି ଜୁଲାଇ ମାସର ୧ତାରିଖ, ସୋମବାର ଏବଂ ସପ୍ତାହ ର ପ୍ରଥମ ଦିନ l ଏହି ସପ୍ତାହ ଟି ୫ଟି ରାଶିଙ୍କ ପାଇଁ ନେଇ ଆସିଛି ସୌଭାଗ୍ୟ ର ସମୟ l  ସପ୍ତାହ ଟି ଏହି ୫ଟି ରାଶିଙ୍କ ପାଇଁ ହେବ ସୁଖ ଦାୟକ l

– ପ୍ରଥମ ରାଶିଟି ହେଲା ବୃଷ ରାଶି , ଆଜିଠୁ ଆରମ୍ଭ ହେଲା ନୂଆ ସପ୍ଟହ୍ଲଯେଉଁ ଶିକ୍ଷାର୍ଥୀ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ରହିବ ଭଲ ସମୟ l ଯଦି ଦୀର୍ଘ ସମୟରୁ ଏହି ରାଶିର ବ୍ୟକ୍ତି କୌଣସି ପ୍ରପର୍ଟି କିଣିବା ପାଇଁ ଇଛୁକ ଅଛନ୍ତି ତାହା ପୁର୍ଣ ହେବ l ଆପଣଙ୍କ କାର୍ଯ୍ୟ କୁ ଉପର ଅଫିସର ପ୍ରଶଂସା କରିବେ l ଭାଗ୍ୟ ଆପଣଙ୍କୁ ସହଯୋଗ କରିବ l

– ଦ୍ଵିତୀୟ ରାଶିଟି ହେଲା ମିଥୁନ , ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ସପ୍ତାହ ଟି ଖୁବ ସୁନ୍ଦର ରହିବ l ଚାକିରୀ ସମ୍ବନ୍ଧିତ ଅସୁବିଧା ଦୂର ହେବ l ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ l ଦାମ୍ପତ୍ୟ ଜୀବନ ସୁଖମୟ ହେବ, ପ୍ରେମୀ ଯୁଗଳ ଙ୍କ ପାଇଁ ଏହି ସପ୍ତାହ ଟି ଖୁବ ସୁନ୍ଦର ରହିବ l

– କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ସପ୍ତାହ ସଫଳତା ନେଇ ଆସିବ l ଏହି ସପ୍ତାହ ରେ ଆପଣ କିଛିଟା ଖୁସି ଖବର ପାଇ ପାରନ୍ତି l ଆପଣଙ୍କ କାର୍ଯ୍ୟ କୁ ନେଇ ନୂତନ ସୁଯୋଗ ମିଳିପାରେ l ଲଭ ପାର୍ଟନର ଙ୍କ ପାଇଁ ସପ୍ତାହ ଟି ଭଲ ରହିବ l

– ମକର ରାଶିର ବ୍ୟକ୍ତିଙ୍କ ପାଇଁ ଜୁଲାଇ ମାସର ପ୍ରଥମ ସପ୍ତାହ ଭଲ ସମୟ ନେଇ ଆସିବ l ଆପଣ ଚିନ୍ତା କରିଥିବା କାର୍ଯ୍ୟ ସମ୍ପୂର୍ଣ କରିବେ l ପରିବାର ଲୋକ ଙ୍କ ସହଯୋଗ ମିଳିବ l ବ୍ୟବସାୟ ରେ କରିଥିବା ବିନିଯୋଗ ରେ ଲାଭାନ୍ବିତ ହେବେ l

– ଶେଷ ରାଶି ଟି ହେଉଛି ମୀନ ରାଶି, ଏହି ସପ୍ତାହ ଆପଣଙ୍କ ପାଇଁ ଗୁଡ଼ ଲକ ନେଇ ଆସିବ l ଯଦି ଆପଣ ଦୀର୍ଘ ଦିନରୁ ଚାକିରୀ ର ଅପେକ୍ଷାରେ ରହିଛନ୍ତି ତେବେ ସେମାନଙ୍କର ଏହି ସପ୍ତାହ ରେ ସମସ୍ତ ଇଛା ପୁର୍ଣ ହେବ l ନବବିବାହିତା ଦମ୍ପତି ଙ୍କର ସନ୍ତାନ ସୁଖ ପ୍ରାପ୍ତି ହେବ l

Leave A Reply