Odisha news

ଗହୀରମଥାରୁଟ୍ରଲରଜବତ, ୧୪ ମତ୍ସ୍ୟଜିବୀଗିରଫ

0
ରାଜନଗର ୧୩/୩ : ବିରଳ ଅଲିଭରିଡଲେକଇଁଛଙ୍କଏନ୍ତୁଡିଶାଳଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେବେଆଇନ ଭାବେମାଛମାରୁଥିବାବେଳେବନବିଭାଗ ପାଟ୍ରୋଲିଂଟିମ ମା’ସନ୍ତୋଷୀ-୩ ନାମକଟ୍ରଲରଜବତକରିବାସହିତବାଲେଶ୍ୱର, ମୟୁରଭଞ୍ଜ ଓ ପଶ୍ଚିମବଙ୍ଗର ୧୪ଜଣମତ୍ସ୍ୟଜିବୀଙ୍କୁଗିରଫ କରିକୋର୍ଟଚାଲାଣକରିଛି । ଆଜିବନବିଭାଗପାଟ୍ରୋଲିଂଟିମଏସିଏଫ ମାନସକୁମାର ଦାସଙ୍କନେତୃତ୍ୱରେ ପାଟ୍ରୋଲିଂକରୁଥିବାବେଳେଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରକୂଳରୁ ୬ କିମି ଦୂରରେବେଆଇନ ଭାବେମାଛମାରୁଥିବାଏହିଟ୍ରଲରକୁଜବତକରିବାସହଟ୍ରଲରରେ ଥିବା ୩ଟି ଭିଏଚଏଫ ଦୁଇଟିଜିପିଏସଗୋଟିଏ ଫିସ୍ ଫାଇଣ୍ଡର, ୪ଟି ଗିଲନେଟସହିତ ୭ କୁଇଂଟାଲ ୫୦ କେଜିମାଛଜବତକରିଛନ୍ତି ।ବୋଟରେ ଥିବା ପଶ୍ଚିମବଂଗ ସାଉଥ୍ ଚବିଶପ୍ରଗଣା ଅଂଚଳରବାସୁଦେବ ଦାସଙ୍କସହିତବାଲେଶ୍ୱରଜିଲ୍ଲାର ପ୍ରଭାକରମାଝି, ଯୁଗେନ୍ଦ୍ରସିଂ, ସୁରେନ୍ଦ୍ରସିଂ, ବାପିମୁର୍ମୁ, ଲାଲମୋହନ ସିଂ, ସୋମନାଥ ସିଂ, ଶଙ୍କରମାଇତି, ଭଦ୍ରକ ଅଂଚଳରମୂରଲୀମଲ୍ଲିକ, ସଂଜୟମଲ୍ଲିକ, ମୋହନ ମଲ୍ଲିକ, ବଟକୃଷ୍ଣ ମଲ୍ଲିକ, ମୟୁରଭଞ୍ଜ ଅଂଚଳର ପାଇକସିଂ, ବିଦ୍ୟାଧର ହେମ୍ବ୍ରମ ପ୍ରମୁଖ ୧୪ଜଣ ମତ୍ସ୍ୟଜିବୀଙ୍କୁ ୧୯୭୨ବନ୍ୟପ୍ରାଣୀ ଆଇନ୍ ଅନୁଯାୟୀ ଗିରଫ କରିକୋର୍ଟଚାଲାଣକରାଯାଇଛି ।
Nalco

Leave A Reply