Odisha news

ଅତ୍ୟଧିକ ପ୍ରୋଟିନ ସେବନ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ଶରୀରକୁ ସାଙ୍ଘାତିକ ସମସ୍ୟାରେ : ରିସର୍ଚ୍ଚ

0

ପ୍ରତ୍ୟେକ ଭିଟାମିନ ର ଶରୀର ଉପରେ ଅଲଗା ଅଲଗା ପ୍ରଭାବ ପଡିଥାଏ l ଯଦି କୌଣସି ଭିଟାମିନ ଆମେ ଅଧିକ ମାତ୍ରାରେ ସେବନ କରିଥାଉ ତେବେ ଏହାର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଶରୀର ଉପରେ ଦେଖା ଯାଇଥାଏ l

ସେହିଭଳି ପ୍ରୋଟିନ ସେବନ ଅତ୍ୟଧିକ କରିବା ଦ୍ୱାରା କିଡ୍ନୀ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ l ଅଧିକ ପ୍ରୋଟିନ ସେବନ ଦ୍ୱାରା କିଡ୍ନୀ ଉପରେ ଅଧିକ ଭାର ପଡିଯାଇ ଥାଏ ଏବଂ କିଡ୍ନୀ ରେ ପ୍ରୋଟିନ ଜମା ହେବାକୁ ଲାଗିଥାଏ , ଯେଉଁ କାରଣରୁ ପେଟ ଭିତରେ ଏସିଡ଼ିକ ସୃଷ୍ଟି ହୋଇଥାଏ l ଏହାଦ୍ୱାରା କିଡ୍ନୀ ସ୍ତନ ସମସ୍ୟା ବଢି ଯାଇଥାଏ, ଏବଂ ପରିସ୍ରାରେ ଅସୁବିଧା ହୋଇଥାଏ, ଏହାଛଡା ଅଧ୍ୟୟନ ଅନୁସାରେ ପ୍ରୋଟିନ ମାତ୍ରା ଅଧିକ ହେବା ଦ୍ୱାରା ଲିଭର ଓ ବୋନସ ଉପରେ ମେଟାବୋଲିକ ଷ୍ଟ୍ରେନ ପଡିଥାଏ ଏବଂ କ୍ୟାନ୍ସର ଓ ହାର୍ଟ ଆଟାକ ସମସ୍ୟା ମଧ୍ୟ ଦେଖା ଯାଇଥାଏ l

– ଶରୀରରେ ପ୍ରୋଟିନ ର ମାତ୍ରl ଅଧିକ ଦେଖାଯିବ ଦ୍ୱାରା ଆପଣଙ୍କୁ ବାରମ୍ବାର ପରିସ୍ରା ଆସିଥାଏ, ଏହି କାରଣରୁ ଡି -ହାଇଡ୍ରେସନ ସମସ୍ୟା ଅଧିକ ଦେଖା ଯାଇଥାଏ , ଶରୀରରେ ପ୍ରୋଟିନ ମାତ୍ରା ଅଧିକ ହେବା ଦ୍ୱାରା ଏହିସବୁ ସମସ୍ୟା ଦେଖା ଯାଇଥାଏ l

– ଯେତେବେଳେ ଆପଣଙ୍କୁ ଶରୀର ରେ ପ୍ରୋଟିନ ର ମାତ୍ରା ଅଧିକ ଦେଖାଯିବା ଦ୍ୱାରା ଓଜନ ବୃଦ୍ଧି ସମସ୍ୟା ଦେଖା ଯାଇଥାଏ l କାହିଁକି ନା ପ୍ରୋଟିନ ଦ୍ୱାରା ଶରୀର ଉପରେ ଏକ୍ସଟ୍ରା କ୍ୟାଲୋରୀ ଫ୍ୟାଟ ଆକାରରେ ପେଟ ରେ ଜମା ହୋଇଥାଏ l

– ପ୍ରୋଟିନ ର ମାତ୍ରା ଅଧିକ ହେବା ଦ୍ୱାରା ଶରୀରରେ ପୋଷାକ ତତ୍ୱର କମି ହୋଇଥାଏ, ଯାହାଦ୍ୱାରା ଫାଇବର, ଭିଟାମିନ, ଏବଂ ମିନେରାଲସ ସାମିଲ ରହିଥାଏ , କାହିଁକି ନା ପ୍ରୋଟିନ ଶରୀରରେ ଅଧିକ ହେବା ଦ୍ୱାରା ଏହା ଅବ୍ଯାର୍ବଭେସନ କମ ହୋଇଥାଏ l

– ଯଦି ଆପଣଙ୍କ ଶରୀରରେ ବାରମ୍ବାର କିଡ୍ନୀ ସମ୍ବନ୍ଧିତ କୌଣସି ସମସ୍ୟା ଦେଖା ଦେଉଛି କିମ୍ବା ପରିସ୍ରା ସମ୍ବନ୍ଧିତ କିଛି ସମସ୍ୟା ଦେଖା ଦେଉଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଶରୀରରେ ପ୍ରୋଟିନ ର ମାତ୍ରା  ଅଧିକ ରହିଛି , ତେଣୁ ଏଭଳି ସ୍ଥିତିକୁ କଦାପି ଅଣଦେଖା କରନ୍ତୁ ନାହିଁ l

Har Ghar Tiranga

Leave A Reply