ଆଜିକାଲି ନିଜ ଠାରୁ ଅଧିକ ଆୟୁ ର ମହିଳା ମାନଙ୍କ ଆଡକୁ କାହିଁକି ଆକର୍ଷିତ ହେଉଛନ୍ତି ପୁରୁଷମାନେ, କଣ ରହିଛି ଏହା ପଛର କାରଣ
ଏଥିରେ କୌଣସି ସନ୍ଦେହ ନାହିଁ କି ପ୍ରେମ ଯେକୌଣସି ବ୍ୟକ୍ତିର ଯାହା ସହିତ ହୋଇପାରେ l ଯେଉଁ ବ୍ୟକ୍ତି ପ୍ରେମ ରେ ପଡିଥାଏ ନା ସେ ସମାଜ ଦେଖିଥାଏ, ନା ରଙ୍ଗ ରୂପ ନା ବୟସ l ସେଥିପାଇଁ ହୁଏତ ସମାଜ ସବୁବେଳେ ପ୍ରେମ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ସାରା ଦୁନିଆ ହୋଇଯାଇ ଥାଏ l କେବଳ ପ୍ରେମ ହିଁ ଗୋଟିଏ ଜିନିଷ ଯାହା ବିରୋଧ ଯିଏ କରିଥାଏ ସିଏ ଚିର ଶତ୍ରୁ ହୋଇଯାଏ l ନିକଟରେ ମନୋବିଜ୍ଞାନୀ ମାନଙ୍କ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ନିଜ ଠାରୁ ଅଧିକ ଆୟୁ ର ମହିଳା ମାନଙ୍କୁ କାହିଁକି ପୁରୁଷ ମାନେ ପସନ୍ଦ କରନ୍ତି ତାହାର ତଥ୍ୟ ସାମ୍ନାକୁ ଆସିଥିଲା l ଯେଉଁଥିରେ ଏଭଳି କିଛି ବ୍ୟକ୍ତିଙ୍କୁ ଶାମିଲ କରାଯାଇ ଥିଲା, ଯେଉଁମାନେ କି ନିଜ ଠାରୁ ଅଧିକ ଆୟୁର ମହିଳାଙ୍କୁ ବିବାହ କରିଥିଲେ ବା ସେମାନଙ୍କ ସହିତ ଲିଭ ଇନ ରେ ରହୁଥିଲେ , ସେଠାରୁ ଜାଣିବାକୁ ମିଳିଥିଲା ଅଦ୍ଭୁତ ତଥ୍ୟ l
* ସମ୍ପର୍କ ରେ ଅସୁରକ୍ଷିତ ଅନୁଭବ ନହେବା – ସେହି ଯୁବକ ମାନଙ୍କ ମତ ଅନୁସାରେ ପ୍ରେମ ରେ ଅଧିକ ଆୟୁର ମହିଳା ମାନଙ୍କର ଅନୁଭବ ରହିଥାଏ l ତେଣୁ ସେମାନେ ସମ୍ପର୍କ କୁ ନେଉ ଅସୁରକ୍ଷିତ କଦାପି ନୁହନ୍ତି ଓ ଅଧିକ ସ୍ଥିର ଅଟନ୍ତି l ଏହାଛଡା ସେମାନେ ଏହା ମଧ୍ୟ ଜାଣି ଥାଆନ୍ତି ସମ୍ପର୍କ କୁ ନହରାଇ ମଧ୍ୟ କିଭଳି ନିଜ ପାର୍ଟନର କୁ ଖୁସି ରଖିହେବ l
* ଜୀବନ ଜିଇଁ ବାର ଭଲ ଅନୁଭବ ରହିଥାଏ – ଯୁବା ବସ୍ଥାରେ ପ୍ରତ୍ୟେକ ମହିଳା ନିଜର ସ୍ୱପ୍ନକୁ ସଜାଡିବାରେ ବ୍ୟସ୍ତ ରହିଥାଏ l ସେ ଦୁନିଆ ବିଷୟରେ ଅନେକ କିଛି ଜାଣିଥାଏ l କିନ୍ତୁ ପୁରୁଷ ଙ୍କ ଠାରୁ ଅଧିକ ଆୟୁର ମହିଳାଙ୍କର ଏହି ଅନୁଭବ ରହିଥାଏ l ଯେଉଁ ଫିଲୋସଫିକାଲ କଥାକୁ ସାଧାରଣ ଭାବରେ ମୁଣ୍ଡରେ କେହି ପୁରାଣଟି ନାହିଁ ସେ ତାକୁ ନେଇ ଜୀବନ ଗଢି ଥାଏ l
* ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ନଥାଏ – ମହିଳାମାନେ ତୁଳନାତ୍ମକ ଭାବରେ ପୁରୁଷ ମାନଙ୍କ ଅପେକ୍ଷା ନିଜ କ୍ୟାରିଅର ରେ ସେଟଲ ହୋଇ ଥାଆନ୍ତି l ଏପରି ସ୍ଥିତିରେ ପୁଅମାନେ ଶୀଘ୍ର ସେମାନଙ୍କ ନିକଟକୁ ଆକର୍ଷିତ ହୋଇ ଥାଆନ୍ତି l କାହିଁକି ସେମାନେ ଜାଣି ଥାଆନ୍ତି ଯେ ସେମାନେ ପଇସା ପାଇଁ ରିଲେସନସିପ ରେ ନଥାଆନ୍ତି l
* ଅଧିକ ସପୋର୍ଟିଭ ହୋଇ ଥାଆନ୍ତି – ଅଧିକ ବୟସର ମହିଳାମାନେ ସ୍ୱାର୍ଥ ନ୍ୱେଷୀ ହୋଇ ନଥାଆନ୍ତି l ଯେଉଁ ମାନେ କି କମ ବୟସର ପୁଅ ମାନଙ୍କୁ ଖୁବ ଗୁରୁତ୍ୱ ଦେଇ ଥାଆନ୍ତି l ଏହାଛଡା ନିଜ ପାର୍ଟନର ପ୍ରତି ଖୁବ ସପୋର୍ଟିଭ ହୋଇ ଥାଆନ୍ତି l
* ଅଧିକ ସଚୋଟ ହୋଇ ଥାଆନ୍ତି – ଏହି ଗବେଷଣା ରେ କୁହାଯାଇଥିଲା ଯେଉଁ ପୁଅ ମାନେ ଅଧିକ ଆୟୁ ର ମହିଳା ମାନଙ୍କୁ ପସନ୍ଦ କରନ୍ତି ସେହି ମହିଳା ମାନେ ନିଜ ସମ୍ପର୍କ କୁ ଖୁବ ସମ୍ବେଦନଶୀଳ ଓ ସଚୋଟ ରୁହନ୍ତି l ସେଥିପାଇଁ ପୁଅମାନେ ନିଜ ଠାରୁ ଅଧିକ ବୟସ ର ମହିଳାଙ୍କ ସହିତ ରହିବାକୁ ପସନ୍ଦ କରନ୍ତି l କାହିଁକି ନା ସେମାନଙ୍କ ଠାରୁ ଧୋକା ମିଳିବାର କମ ସମ୍ଭାବନା ରହିଥାଏ –
* ଅଧିକ ଯତ୍ନଶୀଳ – ସାଧାରଣ ଭାବରେ ଗୋଟିଏ ଅଧିକ ବୟସ ର ମହିଳା ଅଧିକ ଯତ୍ନଶୀଳ ହୋଇଥାଏ l ଯାହାକୁ ବିଶେଷ ଭାବେ ପୁରୁଷ ମାନେ ପସନ୍ଦ କରନ୍ତି l କାହିଁକିନା ଯତ୍ନଶୀଳ ବ୍ୟକ୍ତିତ୍ୱ କୁ ସମସ୍ତେ ପସନ୍ଦ କରନ୍ତି ସେ ନାରୀ ହେଉ କି ପୁରୁଷ l ଏହା ବିଶେଷ ଭାବେ ପୁରୁଷ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ l