Odisha news

କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ଵରେ ଏକ ବିଶାଳ ପଦଯାତ୍ରା

0

ନିରାକାରପୁର,୩/୪:  ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ୧୨ ନଂ ଜୋନ୍ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ଵରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଜସ୍ଵଶୀ ପ୍ରଧାମନ୍ତ୍ରୀଙ୍କ ବିକାଶର ଚିନ୍ତାଧାରା ଓ ମୋଦୀଙ୍କ ଗ୍ୟାରେଣ୍ଟି ରେ ଓଡ଼ିଶାରେ ହୋଇଥିବା ବିକାଶର ବାର୍ତ୍ତା ପହଞ୍ଚାଇଥିଲେ ଶ୍ରୀ ଖଣ୍ଡେଇତରାୟ । ଏହି ଅବସରରେ ବିଧାନ ସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ , ୧୨ନଂ ଜୋନ୍ ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ , ୧୧ନଂ ଜୋନ୍ ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର କଳସ, ୯ନଂ ଜୋନ ମଣ୍ଡଳ ସଭାପତି ବିପିନ୍ ପାଲଟା ସିଂହ, ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଜୀତେନ୍ଦ୍ର ପ୍ରଧାନ , ମନୋଜ ଦାସ, ତ୍ରିଲୋଚନ ଦାସ, ରଜତ ଶର୍ମା, ଶୁଭଲକ୍ଷ୍ମୀ ମହାରଣା , ଅଭିମନ୍ୟୁ ଘଟୁଆଳ, ପ୍ରଭାତ ରାଉତରାୟ, ଜୀତେନ୍ଦ୍ର ବେହେରା , ସଂଗ୍ରାମ ପଟ୍ଟନାୟକ ଓ ଶତାଧିକ ବିଜେପି କର୍ମୀ ମୋଦୀଙ୍କ ବିକଶିତ ଭାରତର ବାର୍ତ୍ତା ନେଇ ଶ୍ରୀ ଖଣ୍ଡେଇତରାୟଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

Har Ghar Tiranga

Leave A Reply