Odisha news

ଆଜି ହଉଛି ଶ୍ରାବଣ ମାସର ସପ୍ତମ ସୋମବାର ଓ ନାଗ ପଞ୍ଚମୀ , ୨୪ ବର୍ଷ ପରେ ଘଟୁଛି ଦୁର୍ଲଭ ସଂଯୋଗ କରନ୍ତୁ ଏଭଳି ଉପାୟ

0
ଚଳିତ ବର୍ଷର ଶ୍ରାବଣ ମାସ ଖୁବ ବିଶେଷ ଅଟେ l ତେଣୁ ଶ୍ରାବଣ ମାସ ରେ ଅନେକ ବ୍ରତ ଓ ପୂଜା ପର୍ବ ମଧ୍ୟ ପଡିଛି l ନାଗ ପଞ୍ଚମୀ ପଡୁଥିବ କାରଣରୁ ଶ୍ରାବଣ ମାସରେ ନାଗପଞ୍ଚମୀ ପଡିଛି l ଏହାଛଡା ଶ୍ରାବଣ ସୋମବାର ଦିନ ନାଗପଞ୍ଚମୀ ପଡୁଥିବା କାରଣରୁ ଏହି ଦିନଟି ବସେଶ ଅଟେ l ପ୍ରତିବର୍ଷ ନାଗା ପଞ୍ଚମୀ ଶ୍ରାବଣ ମାସ ଶୁକ୍ଳ ପକ୍ଷରେ ପାଳିତ ହୋଇଥାଏ l ଏହିଦିନ ସର୍ପ ରାଜ ବାସୁକି ଙ୍କ ର ପୂଜା କରାଯାଇ ଥାଏ l ମହାଦେବ ବାସୁକି ଙ୍କୁ ନିଜ ଗଳା ରେ ମାଳ ଭାବରେ ଧାରଣ କରିଥିବା କାରଣରୁ ସୋମବାର ର ଦିନ ଟି ଚଳିତ ବର୍ଷ ଅଧିକ ମହତ୍ୱ ବଢି ଯାଉଛି l
* ମାନ୍ୟତା ଅନୁସାରେ ନାଗ ପଞ୍ଚମୀ ଦିନ ଶିବ ଗଣ ମହାଦେବ ଓ ନାଗ ଦେବତା ଙ୍କ ର ପୂଜା କରିଥାଅନ୍ତି l ଯାହା ଦ୍ୱାରା ଶିବ ଭକ୍ତ ଙ୍କ ଉପରେ ମହାଦେବ ଙ୍କ ର ଦ୍ବିଗୁଣା କୃପା ବୃଷ୍ଟି ହୋଇଥାଏ l
* ଅଗଷ୍ଟ ୨୧ ତାରିଖ ସୋମବାର ଦିନ ନାଗ ପଞ୍ଚମୀ ପଡୁଥିବା କାରଣରୁ ଶୁଭ ସଂଯୋଗ ଘଟୁଛି l ଏହିଦିନ ଦୂର ସ୍ଥାନକୁ ଯାତ୍ରା କରିବା ଖୁବ ଶୁଭ ଅଟେ l
* ଦୀର୍ଘ ୨୪ ବର୍ଷ ପରେ ଶୁଭ ସଂଯୋଗ ଘଟୁଛି l ନାଗ ପଞ୍ଚମୀ ଦିନ ଚିତ୍ରା ନକ୍ଷତ୍ର ମଧ୍ୟ ପଡୁଛି l ତେଣୁ ଏହିଦିନ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ଖୁବ ଶୁଭ ଅଟେ l
* ଆଜିର ଦିନରେ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିବା ଦ୍ୱାରା ବାଧା ବିଘ୍ନ ଦୂର ହୋଇଥାଏ l ଏହାଛଡା ମାତା ପାର୍ବତୀ ଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l
* ଯଦି ଜୀବନ ରେ କାଳ ସର୍ପ ଦୋଷ ରହିଛି ତେବେ ଆଜିର ଦିନରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ଖୁବ ଶୁଭ ଅଟେ l ଏତଦ ବ୍ୟତୀତ ମହାଦେବ ଙ୍କ ର ଆଜିର ଦିନରେ ଜଳାଭିଷେକ ମଧ୍ୟ କରାଯାଇ ଥାଏ l
* ନାଗ ପଞ୍ଚମୀ ସୋମବାର ପଡୁଥିବା କାରଣରୁ ନିଜ ମନ ବାଞ୍ଛିତ ଫଳ ଲାଭ ପାଇଁ ମହାଦେବ ଙ୍କ ନିକଟରେ ନାଗ ଓ ନାଗୁଣୀ ଦାନ କରନ୍ତୁ l ଏହା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ l
* ସନ୍ତାନ ସୁଖ ପ୍ରାପ୍ତି କରିବା ପାଇଁ ଆଜିର ଦିନରେ ମହାଦେବ ଙ୍କୁ ପଞ୍ଚାମୃତ ରେ ଅଭିଷେକ କରାନ୍ତୁ, ଓ ଷଣ୍ଢ ମାନଙ୍କୁ ଚାଉଳ ସହିତ ଘାସ ଏବଂ କଦଳୀ ଭୋଜନ କରାନ୍ତୁ l ଏହାଦ୍ୱାରା ନନ୍ଦୀ ମହାରାଜ ଙ୍କ ର କୃପା ମଧ୍ୟ ପ୍ରାପ୍ତି ହୋଇଥାଏ l
* ଯଦି କୌଣସି ବିଶେଷ କାର୍ଯ୍ୟରେ ଘରୁ ଦୂର ଯାତ୍ରା କରୁଛନ୍ତି ତେବେ ଷଣ୍ଡ ର ମସ୍ତକ ରେ ହଳଦୀ ଓ ସିନ୍ଦୁର ରେ ତିଳକ ଲଗାନ୍ତୁ ଓ ବିଧିବଦ୍ଧ ଭାବରେ ପୂଜା କରି ଯାତ୍ରା କରନ୍ତୁ ସଫଳତା ଲାଭ କରିବେ l
* ନିଜ କ୍ୟାରିଅର ଓ ବ୍ୟବସାୟ ରେ ଉନ୍ନତି ପାଇଁ ଆଜିର ଦିନରେ ଶିବ ଲିଙ୍ଗ ଙ୍କୁ ମହୁ ଓ ଜଳ ରେ ଅଭିଷେକ କରି ଗୋଟିଏ ଡାଳିମ୍ବ ଫୁଲ ଅର୍ପଣ କରନ୍ତୁ , ନିଶ୍ଚିତ ସଫଳତା ପାଇବେ l
* ଯଦି ଆର୍ଥିକ ସ୍ଥିତି ରେ ସୁଧାର ଚାହୁଁଛନ୍ତି ତେବେ ଆଜିର ଦିନରେ ଗୋଟିଏ ଚାନ୍ଦି ର ଲୋଟା ଜଳ ଶିବ ଲିଙ୍ଗରେ ଅର୍ପଣ କରି ୧୦୮ ଥର ଓଂ ନମଃ ଶିବାୟ ଓ ପର୍ବତିପତେୟେ ନମଃ ପାଠ କରନ୍ତୁ l
Nalco

Leave A Reply