Odisha news

ଆଜି ହେଉଛି ପବିତ୍ର ମୌନି ଅମାବାସ୍ୟା , ଘରର ଦକ୍ଷୀଣ ଦିଗରେ  କରି ନିଅନ୍ତୁ ଏହି ଗୋଟିଏ କାର୍ଯ୍ୟ ଚମକି ଉଠିବ ଭାଗ୍ୟ 

0
ମାଘ ମାସର ଅମାବାସ୍ୟା କୁ ମଉନି ଅମାବାସ୍ୟା ବୋଲି କୁହାଯାଇ ଥାଏ l ଏବଂ ମାନ୍ୟତା ରହିଛି ଯେ ଏହିଦିନ ପିତୃ ପୁରୁଷ ଆଶୀର୍ବାଦ ଦେବା ପାଇଁ ପୃଥିବୀ ପୃଷ୍ଠକୁ ଅବତରଣ କରି ଥାଆନ୍ତି l ଏବଂ ନିଜ ପ୍ରିୟ ଜନ ଙ୍କୁ ଆଶୀର୍ବାଦ ଦେଇ ଥାଆନ୍ତି l ଚଳିତ ଥର ମଉନି ଅମାବାସ୍ୟା ଫେବୃଆରୀ ମାସ ୯ ତାରିଖ ରେ ପାଳିତ ହେବ l ଏବଂ ଏହିଦିନ ଦକ୍ଷିଣ ଦିଗରେ କିଛିଟା କାର୍ଯ୍ୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l
* ମଉନି ଅମାବାସ୍ୟା ଦିନ ପବିତ୍ର ନଦୀ ରେ ସ୍ନାନ କରନ୍ତୁ , ନଚେତ ଘରେ ପାଣି ରେ ଗଙ୍ଗା ଜଳ ମିଶାଇ ସ୍ନାନ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l ଏହାପରେ ଘରର ଦକ୍ଷିଣ ଦିଗ ରେ ଗୋଟିଏ ଶ୍ୱେତ ବସ୍ତ୍ର ପକାଇ ତା ଉପରେ କଳା ରାଶି ରଖନ୍ତୁ l ଏବଂ ତା ଉପରେ ପିତୃ ଦୋଷ ନିବାରଣ ଯନ୍ତ୍ର ରଖନ୍ତୁ l
* ଏହାପରେ ଏହି ଯନ୍ତ୍ର ନିକଟ ରେ ପ୍ରସାଦ ଭାବରେ ରୁଟି ଉପରେ କଳା ରାଶି ରଖନ୍ତୁ l ଏବଂ ଗୋଟିଏ କଳସ ରେ ଜଳ ରଖି ଦିଅନ୍ତୁ l ଏହାଦ୍ୱାରା ପିତୃ ପୁରୁଷ ଙ୍କ କୃପା ମିଳିଥାଏ l
* ଏବଂ ଏହି ରୁଟି କୁ ୪ ଖଣ୍ଡ କରି ଖଣ୍ଡିଏ କାଉ କୁ ଖାଇବାକୁ ଦିଅନ୍ତୁ l ଖଣ୍ଡିଏ କୁକୁର କୁ , ଏବଂ ଗାଈ କୁ , ଏବଂ ଶେଷ ଖଣ୍ଡ କୁ ଓସ୍ତ ବୃକ୍ଷ ମୂଳ ରେ ରଖି ଦେବେ l
* ଏହାପରେ ଓସ୍ତ ବୃକ୍ଷ କୁ ୧୦୮ ଥର ପରିକ୍ରମା କରନ୍ତୁ l ପରିକ୍ରମା କରୁଥିବା ସମୟ ରେ ନିଜ ପିତୃ ପୁରୁଷ ଙ୍କୁ ପ୍ରାର୍ଥନା କରନ୍ତୁ l
Nalco

Leave A Reply