Odisha news

୧୧ରେ ଓଡ଼ିଶା ଛୁଇଁବ ମୌସୁମୀ

0

ଭୁବନେଶ୍ୱର,୨ା୬ : ଉତ୍ତର-ପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ତାହା ଜୁନ୍‌ ୮ ବେଳକୁ ପୂର୍ଣ୍ଣରୂପ ନେବ । ଏଥିଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବ ଏବଂ ପୂର୍ବ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି । କେରଳରେ ଛୁଇଁଥିବା ଦକ୍ଷିଣ- ପଶ୍ଚିମ ମୌସୁମୀ ଜୁନ୍‌ ୯ରୁ ୧୧ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି ।

Leave A Reply