ମା ଦୁର୍ଗା ଙ୍କ ମଙ୍ଗଳବାର ଦିନ ସମର୍ପିତ ଅଟେ, ମା ଦୁର୍ଗା ହେଉଛନ୍ତି ଶକ୍ତି ର ସ୍ରୋତ, ଶକ୍ତି ଙ୍କୁ ମଙ୍ଗଳବାର ଦିନ ପୂଜା କରାଯାଇଥାଏ l ଶାସ୍ତ୍ର ଅନୁସାରେ ମା ଅମ୍ବା ଙ୍କୁ ମଙ୍ଗଳବାର ଦିନ ପୂଜା କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ, ଏହାଛଡା ମା ଦୁର୍ଗା ଙ୍କ ମନରେ ପାଠ କରିବା ଦ୍ୱାରା ଜୀବନ ରେ ବାଧା ବିଘ୍ନ ରୁ ମୁକ୍ତି ମିଳିଥାଏ l
ମା ଦୁର୍ଗା ହେଉଛନ୍ତି ଶକ୍ତି, ଉର୍ଜା ଓ ସାହସ ର ଆର୍ଟ ଅଟନ୍ତି, ଏବଂ ସେ ଏହି ବ୍ରହ୍ମାଣ୍ଡ ର ରକ୍ଷକ ମଧ୍ୟ ହୁଅନ୍ତି, ମା ଙ୍କର ଅନେକ ରୂପ ପୂଜା କରାଯାଇଥାଏ, ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଦେବୀ ଙ୍କୁ ଆରାଧନା ଶ୍ରଦ୍ଧା ଓ ସମର୍ପଣ ସହିତ କରିଥାଏ ତାର ଜୀବନ ରେ କୌଣସି ଦୁଃଖ ରହିନଥାଏ l ମା ଦୁର୍ଗା ଭଗବାନ ବ୍ରହ୍ମା , ବିଷ୍ଣୁ ଓ ମହେଶ୍ୱର ଙ୍କର ଶକ୍ତି ରୁ ପ୍ରକଟ ହୋଇଛନ୍ତି l
ମା ଦୁର୍ଗା ଙ୍କ ଶକ୍ତିଶାଳୀ ମନ୍ତ୍ର –
ମା ଦୁର୍ଗା ଙ୍କ ପ୍ରତ୍ୟେକ ରୂପ ର ଅଲଗା ଅଲଗା ମହତ୍ୱ ରହିଛି l ଶାସ୍ତ୍ର ଅନୁସାରେ ମା ଙ୍କର କିଛି ଏଭଳି ମନ୍ତ୍ର ରହିଛି ଯାହାକି ଜୀବନ ରେ ଦୁଃଖ କଷ୍ଟ ରୁ ମୁକ୍ତି ମିଳିଥାଏ l
– ଦୁର୍ଗା କବଚ ମନ୍ତ୍ର – ‘ଓଂ ଅସ୍ୟ ଶ୍ରୀଚଣ୍ଡୀକବଚସ୍ୟ ବ୍ରହ୍ମା ରୁଷି , ଅନୁଷ୍ଠପ ଛନ୍ଦ ଚାମୁଣ୍ଡା ଦେବତା ‘ l
– କାଳରାତ୍ରି ମନ୍ତ୍ର – ଓମ ଏଂ ହିଂ କ୍ଲି ଚାମୁଣ୍ଡାୟେ ବିଚୈ ଓଂ କାଳରାତ୍ରି ଦେଵୈ ନମଃ l
– ବୀଜ ମନ୍ତ୍ର – ଓଂ ଏଂ ହିଂ କ୍ଲିନ ଚାମୁଣ୍ଡାୟେ ବିଚେ l
– ନିୟମିତ ପାଠ କରିବାର ମନ୍ତ୍ର – ଓଂ ଜୟନ୍ତୀ ମଙ୍ଗଳ କାଳୀ ଭଦ୍ରକାଳୀ କପାଳିନୀ ‘ l
– ଯା ଦେବୀ ସର୍ବଭୂତେଷୁ ମାଁ କାଳରାତ୍ରି ରୁପେଣ ସଂସ୍ଥିତା l ନମସ୍ତସୈ , ନମସ୍ତସୈ , ନମସ୍ତସୈ ନମୋ ନମଃ ନମଃ l
* ଏହିସବୁ ମନ୍ତ୍ରକୁ ନିୟମିତ ପାଠ କରିବା ଦ୍ୱାରା ମନରୁ ନକାରାତ୍ମକ ଭାବନା ଦୂର ହୋଇଥାଏ, ଜୀବନରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ, ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l