Odisha news

ଲିଭର ସଂକ୍ରମିତ ହେବା ପୂର୍ବ ରୁ ମିଳିଥାଏ ଏହି ୫ ଟି ସଂକେତ 

0
ଖରାପ ଖାଦ୍ୟ ପଦାର୍ଥ ଓ ଅନ ହେଲଦି ଲାଇଫ ଷ୍ଟାଇଲ କାରଣରୁ ଆଜିକାଲି ଖୁବ କମ ବୟସରେ ମଧ୍ୟ ଲିଭର କ୍ଷତିଗ୍ରସ୍ତ ହୋଇ ଯାଉଛି l ଏବଂ ଲିଭର ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳୁଛି l ଆଜି ଆମେ ଆପଣଙ୍କୁ କିଛି ଏଭଳି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଲିଭର ଅସୁସ୍ଥ ହେବାର କାରଣ ଅଟେ l ଏହିସବୁ ଲକ୍ଷଣ କୁ ଆପଣ ପ୍ରାରମ୍ଭିମ ସ୍ଥିତି ରେ ଜାଣିବା ଉଚିତ l ଯାହାଦ୍ୱାରା ଆପଣ ଲିଭର ଗମ୍ଭୀର ହେବାରୁ ରକ୍ଷା ପାଇପାରିବେ l
* ଲିଭର ଯେତେବେଳେ କୌଣସି ସମସ୍ୟା ଦେଖିବାକୁ ମିଳିଥାଏ , ସେତେବେଳେ ତ୍ୱଚା ସୁସ୍କ ହୋଇଯାଇ ଥାଏ ଓ କୁଣ୍ଡାଇ ହୋଇଥାଏ l
* ଲିଭର ମଧ୍ୟ ରାତ୍ର ରେ ଶରୀର କୁ ଟକ୍ସି ଫାଇ କରିଥାଏ l ଯେତେବେଳେ ଲିଭର ରେ କିଛି ସମସ୍ୟା ଦେଖାଯାଏ ସେତେବେଳେ ଟକ୍ସି ଫାଇ ହେବା ସମୟ ରେ ନିଦ ଭାଙ୍ଗି ଯାଇଥାଏ l
* ହାତ ଗୋଡ଼ ଝିମ ଝିମ ହେବା ଲିଭର ଖରାପ ହେବାର ପ୍ରାରମ୍ଭିକ ସଂକେତ l ଏବଂ ଗୋଡ଼ ହାତ ମଧ୍ୟ ଥକା ଲାଗି ଥାଏ l
* ଯଦି ମୁହଁ ଫୁଲା ଦେଖିବାକୁ ମିଳିଥାଏ ଏହା ଲିଭର ଖରାପ ହେବାର ପ୍ରାରମ୍ଭିକ ସଂକେତ l
* ଯେତେବେଳେ ତ୍ୱଚା ରେ କିଛି ଦାନା ଦାନା ଦେଖିବାକୁ ମିଳେ ଓ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ରହଥାଏ ତେବେ ଏହା ଲିଭର ଜନିତ ସମସ୍ୟା ର କାରଣ ଅଟେ l
Har Ghar Tiranga

Leave A Reply