Odisha news

କୋରେଇ ରେ ଆମଓଡିଶା ନବୀନ ଓଡିଶାକାର୍ଯ୍ୟକ୍ରମ କୁ ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

0
କୋରେଇ ,୧୦,୧୧: ଆଜି ଭରଚୁଆଲ ମାଧ୍ୟମରେ ଯାଜପୁର ଜିଲ୍ଲାର ଆମଓଡ଼ିଶା ନବୀନଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!ଅମାଓଡ଼ିଶ ନବୀନଓଡିଶା ଅଦକ୍ଷ ଭି କେ ପାଣ୍ଡିଆନ କୋରେଇ ରେ ହେବାକୁ ଥିବା ପ୍ରକଳ୍ପ ଗୁଡିକର ମଂଜୁର ହୋଇଥିବା ଆର୍ଥିକ ରାଶିକୁ ଘୋଷଣା କରିଥିଲେ!ଏହି ପରି ପ୍ରେକ୍ଷୀରେ କୋରେଇ ବ୍ଲକର ବାଣ୍ଟିରା ଖେଳଡ଼ିଆ ରେ ଭରଚୁଆଲ ମିଟିଙ୍ଗ ର ଆୟୋଜନ କରାଯାଇଥିଲା! ମୁଖ୍ୟଅତିଥିଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ବ୍ଲକର ପ୍ରତି ପଂଚାୟତ କୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୫0ଲକ୍ଷ୍ୟ କରି ୨୮ଗୋଟି ପଂଚାୟତ କୁ ୧୪ କୋଟି ଟଙ୍କାର ଅନୁଦାନ ଦିଆଯିବା ସହିତ କୋରେଇ ରେ ହେବାକୁଥିବା ବିଭିନ୍ନ ପ୍ରକଳ୍ପ ତଥା ବ୍ୟାସ ସରବର ଜଗରନାଥ ମନ୍ଦିରକୁ ୧କୋଟିରୁ ଉର୍ଦ୍ଧ ଅନୁଦାନ ଓ  ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୋ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଜନାରେ ଆନ୍ତ୍ରଭୁକ୍ତ କରିବା,କୋରେଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦କୋଟି ଏବଂ  ରସୁଲପୁର ବ୍ଲକ ର ୯ଗୋଟି ପଞ୍ଚାୟତ ରୁ କୋରେଇ କୁ ସିଧା ସଂଯୋଗୀକରଣ  ପାଇଁ   ୧୧୧କୋଟି ଅନୁଦାନ ସରକାରୀ ମଂଜୁର ମିଳିଥିବା  ବକ୍ତବ୍ୟ ରେ କହିଥିଲେ ! ଆଜିର କାର୍ଯ୍ୟକ୍ରମ ରେ କଳିଙ୍ଗନଗର ଏ ଡି ଏମ ସନ୍ତୋଷ ମିଶ୍ର, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, କୋରେଇ ବି ଡି ଓ ଅଶୋକ ମାଝୀ, ଜିଲ୍ଲା ପରିଷଦ ଅଦକ୍ଷା ନଳିନୀ ପ୍ରଭା ଜେନା,ବ୍ଲକ ଅଦକ୍ଷା ଜୟନ୍ତୀ ଦଳେଇ, ଉପାଦକ୍ଷ୍ୟ ପ୍ରଫୁଲ୍ଲ ଦାସ, ଜିଲ୍ଲା ପରିଷଦ ସଭ୍ୟ ଉମାକାନ୍ତ ମାଝୀ ଙ୍କ ସମେତ ୨୮ଗୋଟି ପଂଚାୟତ ର ସରପଞ୍ଚ ସମିତି ସଭ୍ୟ ସଭ୍ୟାଙ୍କ  ସମେତ ପ୍ରତି ପଞ୍ଚୟତ  ୫୦୦୦ରୁ
ଉର୍ଦ୍ଧ ମହିଳା ଓ ପୁରୁଷ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ କୁ ବ୍ଲକର କର୍ମଚାରୀ ସହଯୋଗ କରିଥିଲେ
Nalco

Leave A Reply