ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଯେଉଁ ନୂଆ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏହି ୭୪ଜଣଙ୍କ ମଧ୍ୟରୁ ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା।
02 cases in Malkangiri
(All in quarantine centres. TN returnees)01 case in Balasore
(In quarantine centre. Surat returnee)28 cases in Boudh
(All in quarantine centres. 20 Gujarat, 1 Maharashtra, 2 Telengana & 5 AP returnees)
ଏଥିମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକ ଗୁଜୁରାଟ ଫେରନ୍ତା। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୨ ଓ ବାଲେଶ୍ବରରୁ ଜଣେ ଗୁଜୁରାଟ ଫେରନ୍ତା ଥିବା ଜଣାଯାଇଛି।
ଏହାଛଡ଼ା ଯାଜପୁର ଜିଲ୍ଲାର ୨, ପୁରୀର ୮, ଖୋର୍ଦ୍ଧା ଜିଲ୍ଲାର ୫, ଓ କଟକ ଜିଲ୍ଲାର ୬ ଜଣ ଗୁଜୁରାଟ ଫେରନ୍ତା ଥିବା ଜଣାଯାଇଛି।
I & PR Department, Odisha✔@IPR_Odisha
07 cases in Khurdha
( All in quarantine centres. 5 Gujarat & 1 WB returnees. 1 local case)09 cases in Cuttack
(All in quarantine centres. 2 M’rashtra, 1 Tamilnadu & 6 Surat returnees)06 cases in Ganjam
(5 in quarantine centres. 3 M’rashtra & 2 Gujarat returnees. 1 local case)
06 cases in Jajpur
( All in quarantine centres. 3 WB, 1 Maharashtra & 2 Gujarat returnees)01 case in Dhenkanal
( In quarantine centre. TN returnee)01 case in Kandhamal
(In quarantine centre. Kerala returnee)
ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଥିବା ବେଳେ ୩୦୭ଜଣ ସୁସ୍ଥ ହୋଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।