Odisha news

ଭାରତର କେଉଁ ସହର ଏସିଆର ସବୁଠୁ ବଡ଼ ରେଡ ଲାଇଟ ଏରିଆ ରହିଛି  

0

ରେଡ ଲାଇଟ ଏରିଆ ର ନାମ ତ ଆପଣ ସମସ୍ତେ ଶୁଣିଥିବେ , ଯଦିବି ଶୁଣି ନାହାନ୍ତି ତେବେ ଜାଣି ନିଅନ୍ତୁ ଯେ ଯେଉଁ ସ୍ଥାନରେ ବେଶ୍ୟା ବୃତି କରାଯାଇ ଥାଏ ସେହି ସ୍ଥାନକୁ ରେଡ ଲାଇଟ ଏରିଆ କୁହାଯାଇ ଥାଏ l ସେହି ସମୟ ସହିତ ବେସ୍ୟାବୃତି ର ବ୍ୟାପାର ଖୁବ ଦୃଢ଼ ଭାବରେ ମଧ୍ୟ ବଢି ଯାଇଥାଏ l ଯଦି ଭାରତରେ ବେଶ୍ୟା ବୃତି କଥା କହିବା ତେବେ ଏହା ପାଖାପାଖି ୬୬ ହଜାର ପାଖାପାଖି ଏହାର ସଂଖ୍ୟା ରହିଛି l ଆଜି ଆମେ ଜାଣିବା ଭାରତର କେଉଁ ସହର ରେ ସବୁଠୁ ବଡ଼ ରେଡ ଲାଇଟ ଏରିଆ ରହିଛି l

ସବୁଠୁ ପୁରୁଣା ରେଡ ଲାଇଟ ଏରିଆ –
ଦୁନିଆରେ ସବୁଠୁ ପୁରୁଣା ରେଡ ଲାଇଟ ଇରିଆରେ ଭାରତର କାମାଠି ପୁରା ଶାମିଲ ରହିଛି l  କାମାଠି ପୁରା ମୁମ୍ବାଇ ରେ ଅବସ୍ଥିତ l ୧୭୯୫ ରେ ପୁରୁଣା ମୁମ୍ବାଇ ର ଏହି ଅଂଚଳ ରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ମହିଳା ମାନେ ଦେହ ବ୍ୟବସାୟ ଆରମ୍ଭ କରିଥିଲେ, ଏହାପରେ ୧୮୮୦ ରେ ଏହି କ୍ଷେତ୍ର ଇଂଗ୍ରେଜ ମାନଙ୍କର ଆଡା ହୋଇ ଯାଇଥିଲା l ସେହି ସମୟ ରେ ୟୁରୋପୀୟ ସେକ୍ସ ୱାର୍କର ମାନେ ଏଠାରେ ବେଶ୍ୟା ବୃତି କରୁଥିଲେ l ସ୍ୱାଧୀନତା ପରେ ଏଠାରେ ଭାରତୀୟ ମହିଳାଙ୍କ ସଂଖ୍ୟା ବଢି ଯାଇଥିଲା l  କାମାଠି ପୁରା ଆଜି ମଧ୍ୟ ଦେଶର ସବୁଠୁ ବଡ଼ ରେଡ ଲାଇଟ ଏରିଆ ମଧ୍ୟରୁ ଗୋଟିଏ l ଏହାଛଡା କୋଲକାତା ର ସୋନାଗାଛି , ଦିଲ୍ଲୀ ର ଜିବି ରୋଡ଼, ମଧ୍ୟପ୍ରଦେଶ ଗୋଆଲିଆର ର ରେଶମ ପୁରା ଏବଂ ଉତରପ୍ରଵେଶ ମିରଟ ର କବାଡି ବଜାର ମଧ୍ୟ ପ୍ରସିଦ୍ଧ l

ଏସିଆର ସବୁଠୁ ବଡ଼ ରେଡ ଲାଇଟ ଏରିଆ –
କୋଲକାତା ର ସୋନାଗାଛି ଏସିଆର ସବୁଠୁ ବଡ଼ ରେଡଲାଇଟ ଏରିଆ , ଆନୁମାନିକ ଭାବରେ କହିବାକୁ ଗଲେ ଏଠାରେ ୧୧ ହଜାର ରୁ ୧୫ ହଜାର ମଧ୍ୟରେ ମହିଳା ବେସ୍ୟାବୃତି କରି ଥାଆନ୍ତି l ଅନ୍ୟ ପକ୍ଷରେ ଉତର କୋଲକାତା ର ଶୋଭା ବାଜାର ନିକଟରେ ଥିବା ଚିତ୍ତରଞ୍ଜନ ଏଭିନିୟୁ ଥିବା ଅଂଚଳ ରେ ବେଶ୍ୟା ବୃତିରେ ଜଡିତ ମହିଳା ମାନଙ୍କୁ ବକାଇଦା ଲାଇସେନ୍ସ ଦିଆଯାଇଛି l

ଏହା ବ୍ୟତୀତ ପୁନେ ର ବୁଧବାରପେଠ ମଧ୍ୟ ଦେଶର ଗୋଟିଏ ପ୍ରସିଦ୍ଧ ରେଡ ଲାଇଟ ଏରିଆ ଅଟେ l ଏଠାରେ ଅନେକ ସଂଖ୍ୟାରେ ଝିଅ ମାନେ ଦେହ ବ୍ୟବସାୟ କରି ଥାଆନ୍ତି l

ପ୍ରୟାଗରାଜ ବିଶ୍ୱର ର ଗୋଟିଏ ପ୍ରସିଦ୍ଧ ତୀରଥୀ ସ୍ଥାନ ଅଟେ, କିନ୍ତୁ ଏଠାରେ ପୁରୁଣା କୋଠାଘର ଗୁଡିକରେ ଅନେକ ଗଳିକନ୍ଦି ରେ ବେଶ୍ୟା ଆଡା ରହିଛି l  ଦେଶର ରାଜଧାନୀ ଦିଲ୍ଲୀ ର ଜିବି ରୋଡ଼ ଇଂରେଜ ମାନଙ୍କ ସମୟ ର ଗୋଟିଏ ରେଡ ଲାଇଟ ଏରିଆ ଅଟେ, ଏଠାରେ ମୋଗଲ କାଳରୁ ମହିଳା ମାନେ ବେଶ୍ୟା ବୃତି କରି ଆସୁଛନ୍ତି l

Leave A Reply