Odisha news

ଜ୍ୟୋତିଷଶାସ୍ତ୍ର ଅନୁସାରେ ସବୁଠୁ ଭଲ ପତ୍ନୀ ହୋଇ ଥାଆନ୍ତି ଏହି ଜନ୍ମ ତାରିଖରେ ଜନ୍ମିତ ମହିଳା 

0
ଜ୍ୟୋତିଷ ଶାସ୍ତ୍ରରେ ଅଙ୍କ ଜ୍ୟୋତିଷ ର ଅନେକ ମହତ୍ୱ ରହିଛି l ଏହା ବିଶେଷ ଭାବରେ ଜନ୍ମ ତାରିଖ କୁ ଦର୍ଶାଇ ଥାଏ l ମଣିଷର ଜନ୍ମ ତାରିଖର ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହତ୍ୱ ରହିଛି l ତେଣୁ ଆଜି ଆମେ ଜାଣିବା ୨, ୧୧, ୨୦, କିମ୍ବା ୨୯ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୁଲ୍ୟାଙ୍କ ୨ ହୋଇଥାଏ l ଅଙ୍କ ଜ୍ୟୋତିଷ ଅନୁସାରେ ମୁଲ୍ୟାଙ୍କ ୨ ର ଗ୍ରହ ସ୍ୱାମୀ ଚନ୍ଦ୍ର ଦେବ ଅଟନ୍ତି l ଆଜିର ଅଙ୍କ ଜ୍ୟୋତିଷ ରେ ୨, ୧୧, ୨୦, କିମ୍ବା ୨୯ ତାରିଖ ରେ ଜନ୍ମିତ ମହିଳାଙ୍କ ସ୍ଵଭାଵ ବିଷୟରେ ଜାଣିବା l
– ମୁଲ୍ୟାଙ୍କ ୨ ଥିବା ମହିଳା ମାନେ ସ୍ଵଭାଵ ରେ ଖୁବ ଇମୋସନାଲ ହୋଇ ଥାଆନ୍ତି l ସେ ପ୍ରତ୍ୟେକ ସମ୍ପର୍କ କୁ ଖୁବ ଗୁରୁତ୍ୱ ଦେଇ ଥାଆନ୍ତି ଏବଂ ତାହାକୁ ଖୁବ ସୁନ୍ଦର ଭାବରେ ମଧ୍ୟ ତୁଲାଇ ଥାଆନ୍ତି l ଏହି ତାରିଖ ରେ ଜନ୍ମିତ ମହିଳା ମାନେ ସମ୍ପର୍କ ର ମୂଲ୍ୟ ଖୁବ ବୁଝି ଥାଆନ୍ତି l
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨, ୧୧, ୨୦, କିମ୍ବା ୨୯ ତାରିଖ ରେ ଜନ୍ମିତ ମହିଳା ମାନେ ଅନ୍ୟ ପ୍ରତି ଖୁବ ଯତ୍ନଶୀଳ ହୋଇ ଥାଆନ୍ତି ଏବଂ ସ୍ନେହ ଖୁବ ସୁନ୍ଦର ଭାବରେ ବାଣ୍ଟିବା ସ୍ଵଭାଵ ର ହୋଇ ଥାଆନ୍ତି l
– ଅଙ୍କ ଜ୍ୟୋତିଷ ଅନୁସାରେ ମାନ୍ୟତା ରହିଛି ଯେ ଏହି ମୁଲ୍ୟାଙ୍କର କନ୍ୟା ମାନେ ଭଲ ପତ୍ନୀ ହୋଇ ଥାଆନ୍ତି l ସେମାନେ ନିଜ ପରିବାର, ସ୍ୱାମୀ ପ୍ରତି ଖୁବ ଯତ୍ନବାନ ଅଟନ୍ତି l ନିଜ ସ୍ୱାମୀଙ୍କ ସହିତ ସୁଖ ଦୁଃଖ ରେ ଛାଇ ଭଳି ରହି ଥାଆନ୍ତି l
– ମୁଲ୍ୟାଙ୍କ ୨ ର ଅଧିକାଂଶ ଝିଅ ଖୁବ ପାରିବାରିକ ହୋଇ ଥାଆନ୍ତି l ଘର ପରିବାର ଓ ସମ୍ପର୍କ କୁ ସାଙ୍ଗରେ ନେଇ ଚାଲି ଥାଆନ୍ତି l ଅର୍ଥାତ ପରିବାର କୁ ଏକାଠି କରି ରଖି ଥାଆନ୍ତି l
– ଅଙ୍କ ଜ୍ୟୋତିଷ ଅନୁସାରେ ମୁଲ୍ୟାଙ୍କ ୨ ଝିଅମାନେ ଶ୍ୱଶୁର ଘର ଓ ସ୍ୱାମୀଙ୍କ ପାଇଁ ଖୁବ ଭାଗ୍ୟଶାଲୀ ହୋଇ ଥାଆନ୍ତି l ଏହି ମୁଲ୍ୟାଙ୍କର ଝିଅ ମାନେ ଖୁବ ଭଲ ପାର୍ଟନର ହୋଇ ଥାଆନ୍ତି l ଖୁବ ପରିଶ୍ରମୀ ମଧ୍ୟ ହୋଇ ଥାଆନ୍ତି l ନିଜ ସ୍ୱାମୀଙ୍କ ଉନ୍ନତିରେ ସର୍ବଦା ସହାୟକ ହୋଇ ଥାଆନ୍ତି l
Har Ghar Tiranga

Leave A Reply