Odisha news

ବିରଜା ବିଦୂତ ପରିଷଦର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି

0

ଯାଜପୁର: ୩୧/୦୭ (ସ.ବୁ୍ୟ) ଯାଜପୁର ଅଧିନସ୍ଥ ଯାଜପୁର ବ୍ଲକର ମାର୍କଣ୍ଡପୁ ଠାରେ ମା” ବିରଜା ବିଦୂତ ପରିଷଦ ପକ୍ଷରୁ କର୍ମକାଣ୍ଡ କରୁଥିବା ତଥା ଯାଜ୍ଞାନୁଷ୍ଠାନ ରେ କାର୍ଯ୍ୟ କରୁଥିବା ଯାଜପୁର ଜିଲ୍ଲାର ବ୍ରାହ୍ମଣମାନେ ଏକ ପରିଷଦ ଗଠନ କରିଛନ୍ତି ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରିବା ସମସ୍ତଙ୍କୁ ଏକତାବଧ କରି ନାନାଦି ସାମାଜିକ ବୈଦିକ କାର୍ଯ୍ୟକ୍ରମ ଯଥା ବ୍ରତପାୟନ ଆଦି କାମରେ ଆର୍ଥିକ ତଥା ସାଂଗଠନିକ କାମରେ ସହଯୋଗ କରିବା ପାଇଁ ବ୍ରାହ୍ମଣ ମାନଙ୍କ ମଧ୍ୟରେ ସଂକଳ୍ପ କରାଯାଇଛି, ଏହା ଦ୍ୱାରା ଆର୍ଥିକଅନଗ୍ରସର ଥିବା ବ୍ରାହ୍ମଣ ପିଲାମାନଙ୍କୁ ପରିଷଦ ପକ୍ଷରୁ ସହଯୋଗ କରାଯିବ, ଏହି ପରିଷଦର ସଭାପତି ଭାବେ କାହ୍ନୁ ଚରଣ ମିଶ୍ର, ଉପସଭାପତି ଭାବେ ରତ୍ନାକର ପାଣିଗ୍ରାହୀ, କୋଷାଧ୍ୟକ୍ଷ ନଳିନୀ କାନ୍ତ ମିଶ୍ର, ସମ୍ପାଦକ ଭାବେ କୁଳମଣି ପାଣିଗ୍ରାହୀ ଓ ସଦସ୍ୟ ଭାବେ ରୂପେସ କୁମାର ପରଣ୍ଡା, ମନୋଜ କୁମାର ପଣ୍ଡା, ପ୍ରମୋଦ କୁମାର ପଣ୍ଡା, ରବିନାରାୟଣ ପଣ୍ଡା, ଦିଲ୍ଲିପ କୁମାାର ରଥ, ବ୍ରଜକିଶୋର ପାଣିଗ୍ରାହୀ, ଜୟନ୍ତ କୁମାର ପାଣିଗ୍ରାହୀ, ଦୀପକ କୁମାର ପାଣିଗ୍ରାହୀ, ବିକ୍ରମ କେଶରୀ ମିଶ୍ର, ବସନ୍ତ କୁମାର ଦୋବାଇ, କାର୍ତ୍ତିକ ଚନ୍ଦ୍ର ଦାସ, ରତ୍ନାକର କର, ସତ୍ୟବ୍ରତ ପାଣି ପ୍ରମୁଖ ଉପସ୍ଥିତ ରହି ବ୍ରାହ୍ମଣ ସମାଜ ପାଇଁ କାର୍ଯ୍ୟ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି

Nalco

Leave A Reply