Odisha news

IAS ଅଧିକାରୀଙ୍କ ଦରମା ମାତ୍ର ୧ଟଙ୍କା  

0

ଜଣେ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ଅନେକ ଗୁଡିଏ ପାୱାର ଅଧିକାରୀ ହୋଇ ଥାଆନ୍ତି l ଯେଉଁ ମାନଙ୍କ ନିକଟରେ ଅର୍ଥ ବଳ ଯେତିକି ରହିଥାଏ ସେତିକି ଧନ ମଧ୍ୟ ସେତିକି ରହିଥାଏ l ଅମିତ କଟାରିୟା ହେଉଛନ୍ତି ଭାରତର ସବୁଠୁ ଧନୀ IAS ଅଧିକାରୀ l ସେ ଜଣେ ସିଭିଲ ସର୍ଭେଣ୍ଟ ଅଟନ୍ତି l IAS ଅଧିକାରୀ ମାନଙ୍କୁ ଟିଏ, ଡ଼ିଏ , ଓ ଏଚ ଆର ଏ ଭଳି ଭତା କୁ ଚଡି ପ୍ରତି ମାସରେ ୫୬,୧୦୦ ଟଙ୍କା ପ୍ରାରମ୍ଭିକ ବେତନ ମିଳିଥାଏ l ଜଣେ କ୍ୟାବିନେଟ ସଚିବ ଙ୍କ ଦରମା ୨ଲକ୍ଷ ୫୦ ହଜାର ଟଙ୍କା ପ୍ରତି ମାସରେ ପହଂଚିଥାଏ l ଯାହାକି ସର୍ବୋଚ୍ଚ ପଦବୀ l କିନ୍ତୁ ଏହି ଭାରତ ବର୍ଷରେ ଏଭଳି ଜଣେ IAS ଧିକାରୀ ରହିଛନ୍ତି ଯିଏକି ମାସକୁ  ନେଇ ଥାଆନ୍ତି ମାତ୍ର ୧ ଟଙ୍କା ଦରମା l

ଯେତେବେଳେ ତାଙ୍କୁ ଥରେ ଏହିକଥା ପଚରା ଯାଇଥିଲା ସେ କହିଥିଲେ ସେ ସିଷ୍ଟମ ରେ ପରିବର୍ତ୍ତନ କରିବା ପାଇଁ IAS ଅଧିକାରୀ ହୋଇଛନ୍ତି l ଜୁଲାଇ ମାସ ୨୦୨୩ ପର୍ଯ୍ୟନ୍ତ ଅମିତ କଟାରିୟା ଙ୍କ ନିକଟରେ ୮.୮୦ କୋଟି ଟଙ୍କାର ସମ୍ପତି ଥିଲା l  ଯେଉଁଥିରୁ ତାଙ୍କର ବର୍ଷକୁ ୨୪ ଲକ୍ଷ ଟଙ୍କା ଆୟ ହୋଇଥାଏ l ସେ ଗୋଟିଏ କୋଟିପତି ପରିବାର ର ସଦସ୍ୟ ଅଛନ୍ତି l ଯାହାଙ୍କର ଗୁଡ଼ଗାଁ ରେ କନ୍ଷ୍ଟ୍ରକ୍ସନ କମ୍ପାନୀ ରହିଛି l ଅମିତ କଟାରିୟା ଙ୍କ ପତ୍ନୀ ଜଣେ ପାଇଲଟ ଅଟନ୍ତି l

Nalco

Leave A Reply