Odisha news

HIV ସୃଷ୍ଟି କରୁଥିବା ଭାଇରସର ହେବ ଵଂଶ ବିନାଶ, ରିସର୍ଚ୍ଚ ରୁ ହେବ ଖୁଲାସା

0

ଏମ୍ସସ୍ଟର୍ରଡ଼ମ ବିଶ୍ୱବିଦ୍ୟାଳୟ ମେଡିକାଲ ସେଣ୍ଟର ର ଗବେଷଣା ର ଦାବି ଅନୁସାରେ ତାଙ୍କ ପ୍ରୟୋଗ ଶାଳା ଜରିଆରେ ସଂକ୍ରମିତ କୋଶିକା ଗୁଡିକ ଦ୍ୱାରା HIV ଭାଇରସ କୁ ନଷ୍ଟ କରିଦିଆ ଯାଇଛି l ଏଚଆଇଭି ଭାଇରସ କୁ ବିନାଶ କରିବା ପାଇଁ ସେମାନେ ଯେଉଁ ଶବ୍ଦ ରପ୍ରୟୋଗ କରିଛନ୍ତି ତାହାକୁ କ୍ରିସପ କୁହାଯାଇଥାଏ l କ୍ରିସ୍ପ ଡିଏନଏ ସ୍ଟ୍ରେଣ୍ଡ କୁ କାଟିବା ପାଇଁ ଗୋଟିଏ ସ୍ପେଶାଲ ଏଞ୍ଜାଇମ ର ବ୍ୟବହାର କରାଯାଇଥାଏ l ଏହି ଏଞ୍ଜାଇମ ଟି ଗୋଟିଏ କଇଁଚି ଭଳି କାମ କରିଥାଏ l

ବୈଜ୍ଞାନିକ ମତ ଅନୁସାରେ ଏହି ଉପାୟ ଭାଇରସ କୁ ନଷ୍ଟ କରିବାର କାମ କରିଥାଏ l ଦି ସନ ରେ ପ୍ରକାଶିତ ଖବର ଅନୁସାରେ ଚିକିତ୍ସା ପ୍ରଦ୍ୟୋଗିକ ରେ ପ୍ରଗତି ର କାରଣ ୯୫ % ରୁ ଅଧିକ ଲୋକଙ୍କ ଉପରେ ଏହାର ପ୍ରଭାବ ହ୍ରାସ ହୋଇଥାଏ l  ବିବିସି ର ଖବର ଅନୁସାରେ କ୍ରିସ୍ପ ଗୋଟିଏ କଇଁଚି ଭଳି କାର୍ଯ୍ୟ କରିଥାଏ ଏବଂ ଖରାପ ଭାବକୁ ନିଷ୍କ୍ରିୟ କରାଯାଇ ପାରେ l HIV ସେହି ମାନଙ୍କ ପାଇଁ ପ୍ରାଣ ଘାତକ ଅଟେ, ଯେଉଁମାନେ ଏଥିପ୍ରତି ଅଣଦେଖା  କରି ଥାଆନ୍ତି l

ପ୍ରଥମେ ଜାଣିବା HIV କଣ –
ଏଚଆଇଭି ଅର୍ଥାତ ହ୍ୟୁମାନ ଇମ୍ୟୁନୋଡେ଼ଫିସିଏନସି ଭାଇରସ , ଏହା ଗୋଟିଏ ଏଭଳି ଭାଇରସ ଯାହା ପ୍ରତିରକ୍ଷା ପ୍ରଣାଳୀ କୁ ପ୍ରଭାବିତ କରିଥାଏ l  ଏହା ଧୀରେ ଧୀରେ ସିଡ଼ି 4 କୋଶିକା ନାମରେ କୋଷିକା ଗୁଡିକୁ ନଷ୍ଟ କରିଦେଇ ଥାଏ , ଯାହା ସାଧାରଣ ଭାବରେ ରୋଗ ସହିତ ଲଢ଼ି ଶରୀରକୁ ସୁସ୍ଥ ରଖଵାରେ ସାହାଯ୍ୟ କରିଦେଇ ଥାଏ l

HIV କିଭଳି ସଂକ୍ରମିତ ହୋଇଥାଏ –
– ଏଚଆଇଭି ସଂକ୍ରମିତ ବ୍ୟକ୍ତିର ରକ୍ତ, ବୀର୍ଯ୍ୟ, ଯୋନି ଦ୍ରବ୍ୟ ଓ ସ୍ତନ ର ଦୁଗ୍ଧ ସଂକ୍ରମିତ ହୋଇଥାଏ l ଶରୀରର ଏହିସବୁ ତରଳ ପଦାର୍ଥ ଏଚଆଇଭି ସଂକ୍ରମଣ କୁ ଜଣଙ୍କ ନିକଟରୁ ଆଉ ଜଣଙ୍କ ନିକଟକୁ ହୋଇଥାଏ l

– ଯେଉଁ ବ୍ୟକ୍ତିମାନେ ଅସୁରକ୍ଷିତ ଯୌନ ସମ୍ବନ୍ଧ ରଖି ଥାଆନ୍ତି ସେମାନଙ୍କର ଏଚଆଇଭି ରେ ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଥାଏ l
– ଏବଂ ଅସୁରକ୍ଷିତ ଭାବରେ ଗୋଟିଏ ଛୁଞ୍ଚି ର ବ୍ୟବହାର କରିବା ହେଉଛି ଏଚଆଇଭି ର କାରଣ ମଧ୍ୟ l
– ଗର୍ଭାବସ୍ଥା, ପ୍ରସବ, କିମ୍ବା ଶିଶୁ ଦୁଗ୍ଧ ପାନ କରିବା ସମୟ ରେ ଛୋଟ ଶିଶୁ ଏଚଆଇଭି ସଂକ୍ରମିତ ହୋଇ ଥାଆନ୍ତି l
– ଏଚଆଇଭି ଚୁମ୍ବନ, ସାମାଜିକ ସମ୍ପର୍କ, ଟଏଲେଟ ସିଟ ବ୍ୟବହାର, ମଶା କାମୁଡିବା ଦ୍ୱାରା ହୋଇନଥାଏ l
– ଯଦି କୌଣସି ଏଚଆଇଭି ସଂକ୍ରମିତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଏକାଧିକ ଯୌନ ସମ୍ବନ୍ଧ ରଖିଥାଏ ତେବେ ସଂକ୍ରମିତ ହୋଇଥାଏ l

ଲକ୍ଷଣ –
– ପୁରୁଷ ମାନଙ୍କ ନିକଟରେ ଅଣ୍ଡକୋଷ ରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ l
– ପ୍ରୋଷ୍ଟେଟ ଫୁଲିବା l
– ଲିଙ୍ଗ ଫୁଲିଯିବା l
– ଇନଫର୍ଟିଲିଟି ସମସ୍ୟା l
– ହାଇପୋଥାଇରଏଡଜିମ ର ଲକ୍ଷଣ ଦେଖାଯିବା l
– ସାଧାରଣ ଭାବରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜ୍ୱର ରହିବା l
– ଗଳାରେ ଯନ୍ତ୍ରଣା ରହିବା ଥଣ୍ଡା ଲାଗିବା l
– ମାଂସପେଶୀ ରେ ଯନ୍ତ୍ରଣା ଓ ଥକାପଣ ଅନୁଭୂତ ହେବା l
– ମହିଳା ମାନଙ୍କ ନିକଟରେ ପରିୟ୍ଡ଼ସ ସାଇକିଲ ରେ ପରିବର୍ତନ l
– ଅଚାନକ ଓଜନ ହ୍ରାସ ହେବା ଓ ଭୋକ କମ ଲାଗିବା l
– କ୍ରମାଗତ ଜ୍ୱର ରହିବା l

Nalco

Leave A Reply