Odisha news

ମୁଣ୍ଡରେ ଯଦି ଦେଖା ଦେଉଛି ଏଭଳି କିଛି ଯନ୍ତ୍ରଣା ତେବେ ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବ୍ରେନ ଟ୍ୟୁମର ଲକ୍ଷଣ 

0

ଆଜି ସମୟରେ ବ୍ରେନ ଟ୍ୟୁମର ଗୋଟିଏ ଗମ୍ଭୀର ସମସ୍ୟା ହୋଇ ଯାଇଛି l ସବୁଠୁ ଗୁରୁତ୍ୱପୁର୍ଣ ହେଲା ଡାକ୍ତରଙ୍କ ମତ ଅନୁସାରେ ଏହାକୁ ଏତେ ସହଜ ରେ ନେବା ଉଚିତ ନୁହେଁ l ବ୍ରେନ ଟ୍ୟୁମର ପ୍ରାରମ୍ଭିକ ଲକ୍ଷଣ କୁ ଯଦି ଆମେ ଠିକ ଭାବରେ ଦେଖିବା ତେବେ ଆମ ପାଇଁ ପ୍ରାଣ ଘାତକ ହୋଇପାରେ l

– ବ୍ରେନ ଟ୍ୟୁମର ର ପ୍ରାରମ୍ଭିକ ପର୍ଯ୍ୟାୟ ରେ ସାମାନ୍ୟ ଯନ୍ତ୍ରଣା ହୋଇଥାଏ, ଯାହାକୁ ହାଲୁକାରେ ନେବା ଉଚିତ ନୁହେଁ l କିଛି ସମୟ ପରେ ଏହି ଯନ୍ତ୍ରଣା ଏତେ ଅସହ୍ୟ ହୋଇ ଯାଇଥାଏ ଯେ ଯାହାକୁ ଆପଣ ସାହିବ କଷ୍ଟକର ହୋଇଯାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବର୍ତମାନ ସୁଦ୍ଧା ବ୍ରେନ ଟ୍ୟୁମର ପାଇଁ କୌଣସି ଚିକିତ୍ସା ବାହାରି ନାହିଁ l
– ବ୍ରେନ ଟ୍ୟୁମର ର ୩ଟି ଷ୍ଟେଜ ରହିଥାଏ, ଯଦି ସମୟ ଥାଉ ଥାଉ ରୋଗ ବିଷୟରେ ଜାଣି ହେବ ତେବେ ଆପଣଙ୍କ ଜୀବନ ରକ୍ଷା କରାଯାଇ ପାରିବ l ତେଣୁ ଏହାର ଲକ୍ଷଣ କୁ କଦାପି ଅଣଦେଖା କରନ୍ତୁ ନାହିଁ l
– କିଛି ବ୍ରେନ ଟ୍ୟୁମର କ୍ୟାନ୍ସର ମୁକ୍ତ ରହିଥିବା ବେଳେ ଆଉକିଛି କ୍ୟାନ୍ସର ଯୁକ୍ତ ରହୁଛନ୍ତି l ଯେତେବେଳେ ବ୍ରେନ ଟ୍ୟୁମର ଆରମ୍ଭ ହୋଇଥାଏ ତାହାକୁ ପ୍ରାଇମେରୀ ବ୍ରେନ ଟିମ୍ର କୁହାଯାଇ ଥାଏ l ଯଦି ଶରୀରର ଅନ୍ୟ ଅଙ୍ଗରୁ ଆରମ୍ଭ ହୋଇ ବ୍ରେନ ରେ ପହଂଚିଥାଏ ତାହାକୁ ସେକେଣ୍ଡାରୀ ବ୍ରେନ ଟ୍ୟୁମର କୁହାଯାଇ ଥାଏ l
– ପ୍ରଥମେ ମୁଣ୍ଡରେ ଲଗାତାର ଯନ୍ତ୍ରଣା ଅନୁଭବ ହୋଇଥାଏ ଯାହାକି ସାମାନ୍ୟ ରହିଥାଏ l କିନ୍ତୁ ଯେମିତି ସମୟ ଗଡିଚାଲେ ଏହା ଅଧିକ ବଢିଯାଏ l ଏହାଛଡା ମୁଣ୍ଡ ଗହଉରେଇବା, ବାନ୍ତି ଲାଗିବ, ଅକ୍ଷୀର ଦୃଷ୍ଟିଶକ୍ତି ହ୍ରାସ ହେବା କିମ୍ବା ଝାପ୍ସା ଦେଖାଯିବା, ସବୁବେଳେ ହାତ ଗୋଡ଼ ଝିମଝିମ ହୋଇଯିବା l
– କୌଣସି ଜିନିଷ ମାନେ ପକାଇବା ରେ ସମସ୍ୟା ଦେଖାଯିବା ଏବଂ କଥା କହିବାରେ ଅସୁବିଧା ହେବା, ଶୁଣିବାରେ ଅସୁବିଧା ହେବା, ସ୍ୱାଦ ଓ ବାସ୍ନା ରେ ଅସୁବିଧା ହେବା, ମୁଡ଼ ସୁଇଙ୍ଗ ହେବା , ଲେଖିବାରେ ଓ ପଢିବାରେ ଅସୁବିଧା ହୋଇଥାଏ l
– ସିଟି ସ୍କାନ ସାହାଯ୍ୟ ରେ ବ୍ରେନ ର ଭିତରର ସମସ୍ତ ଫଟୋ ନିଆଯାଇଥାଏ l ବ୍ରେନ ଟ୍ୟୁମର ର ଚିକିତ୍ସା ପାଇଁ ପ୍ରଥମେ ଇମେଜିଙ୍ଗ ଟେଷ୍ଟ ହୋଇଥାଏ , ଯାହାଦ୍ୱାରା ରେଡ଼ିଓ ସିଗ୍ନାଲ ଜରିଆରେ ବ୍ରେନ ବିଷୟରେ ସବୁକିଛି ଜାଣି ହୁଏ l ଏହାଛଡା ଏନ୍ଜିଓଗ୍ରାଫି ଦ୍ୱାରା ମଧ୍ୟ ବ୍ରେନ ଟ୍ୟୁମର ବିଷୟରେ ଜାଣି ହୋଇଥାଏ l
Har Ghar Tiranga

Leave A Reply