Odisha news

ପବାନପୁତ୍ର ହନୁମାନଙ୍କୁ କାହିଁକି ନେବାକୁ ପଡିଥିଲା ସିଂହ ର ରୂପ ?

0

ପଵନପୁତ୍ର ହନୁମାନ ଙ୍କ ସହିତ ଅନେକ ପୌରାଣିକ କଥା ରହିଛି, କିନ୍ତୁ ବହୁତ କମ ଲୋକ ଜାଣିଥିବେ ଏହି ବିଷୟ ରେ l ସେ ଭଗବାନ ଶିବ ଙ୍କ ରୁଦ୍ର ରୂପ ହେଉଛନ୍ତି ହନୁମାନ, ଆମେ ବିଶେଷ ଭାବରେ ଜାଣିଚୁ ଭଗବାନ ବିଷ୍ଣୁ ଙ୍କର ସିଂହ ରୂପ ସହିତ ସମ୍ବନ୍ଧ ରହିଛି, ମାନ୍ୟତା ରହିଛି ଯେ ହନୁମାନ ମଧ୍ୟ ଏକଦା ସିଂହ ରୂପ ଧାରଣ କରିଥିଲେ, l

ହନୁମାନ କାହିଁକି ନେଇଥିଲେ ସିଂହ ର ରୂପ –
ରାଜସ୍ଥାନ ର ଜୟପୁର ସ୍ଥିତ ଗୋବିନ୍ଦ ଦେବ ଜୀ ମନ୍ଦିର ମୂଳ ଭାବରେ ବୃନ୍ଦାବନ ରେ ଥିଲା, ଏହି ଭବ୍ୟ ମନ୍ଦିର ଟି ୭ ମହଲା ବିଶିଷ୍ଠ, ଯାହାର ଛାତ ଉପରେ ସର୍ବଦା ୭ ମାଣ ଘିଅ ର ଦୀପ ଜଳୁଥିଲା, ଗୋଟିଏ ଦିନ ରାତିରେ ମୋଗଲ ଶାସକ ଔରାଙ୍ଗଜେବ ନିଜ ପ୍ରସଦ ର ଛାତ ଉପରେ ଠିଆ ହୋଇଥିଲା, ଏବଂ ତାକୁ ଏହି ଦୀପ ଚନ୍ଦ୍ର ଭଳି ଦେଖାଗଲା, କିନ୍ତୁ ଯେତେବେଳେ ତାକୁ କୁହାଗଲା ଏହା ଗୋବିନ୍ଦ ଜୀ ମନ୍ଦିର ସେତେବେଳେ ସେ ଆଦେଶ ଦେଇଥିଲା ଏହାର ୪ଟି ମହଲା କୁ ଭାଙ୍ଗି ଦେବାପାଇଁ l ଏହା ଜାଣିପାରି ଗୋବିନ୍ଦ ଙ୍କ ଭକ୍ତ ହନୁମାନ ଙ୍କୁ ପ୍ରାର୍ଥନା କଲେ , ଏବଂ ସେ ନିଜ ଭକ୍ତଙ୍କ ଡାକ ଶୁଣିଲେ, ଏବଂ ସିଂହ ରୂପରେ ପ୍ରକଟ ହୋଇ ଔରାଙ୍ଗଜେବ କୁ କହିଥିଲେ ଯେ ଯଦି ସେ ଏହି ମନ୍ଦିର ଭାଙ୍ଗିବ ତେବେ ତାର ୭ ପିଢ଼ି ଧ୍ବଂସ ହୋଇଯିବ l ଏହି ଘଟଣା ପରେ ଗୋବିନ୍ଦ ଜୀ ଙ୍କ ସୁରକ୍ଷା ପାଇଁ ହନୁମାନ ଙ୍କର ଗୋଟିଏ ସିଂହ ରୂପରେ ମନ୍ଦିର ଟିଏ ସେଠାରେ ସ୍ଥାପନା କରାଯାଇଛି l

ଅନ୍ୟ ଗୋଟିଏ ପୌରନିଙ୍କ କଥା ଅନୁସାରେ ଭଗବାନ ହନୁମାନ ପ୍ରଭୁ ବିଷ୍ଣୁ ଙ୍କ ନରସିଂହ ରୂପରେ ଅନୁପ୍ରାଣିତ ହୋଇ ପ୍ରଭୁଙ୍କ ନିକଟରେ ସିଂହ ରୂପ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ, ଯାହାର ନିଦର୍ଶନ ଆଜି ମଧ୍ୟ ଦକ୍ଷିଣ ଭାରତର ମନ୍ଦିର ରେ ଦେଙ୍କଗିବାକୁ ମିଳିଥାଏ l

Leave A Reply