Odisha news

ଶନିବାର ଦିନ ହନୁମାନଙ୍କ ନିକଟରେ ବିଡ଼ିଆ ପାନ ଅର୍ପଣ କରନ୍ତୁ ଓ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଆନ୍ତୁ

0

ଶନିବାର ଦିନଟି ଶନିଦେବ ଙ୍କ କ୍ରୁର ଦୃଷ୍ଟି ରୁ ରକ୍ଷା ପାଇବା ପାଇଁ ହନୁମାନଙ୍କୁ ପୂଜାର୍ଚନା କରାଯାଇଥାଏ l ଶାସ୍ତ୍ରରେ କୁହାଯାଇଛି ଯେ ଶନିବାର ଦିନ ହନୁମାନଙ୍କ ନିକଟରେ ବିଡ଼ିଆପାନ ଅର୍ପଣ କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ରରେ ହନୁମାନଙ୍କ ନିକଟରେ ବିଡ଼ିଆପାନ ଅର୍ପଣ କରିବାର ଲାଭ l

– ଶାସ୍ତ୍ର ଅନୁସାରେ ହନୁମାନଙ୍କ ନିକଟରେ ବିଡ଼ିଆପାନ ଅର୍ପଣ କରିବା ଦ୍ୱାରା ସେ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ନିଜ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରି ଥାଆନ୍ତି l

– ଯଦି ଆପଣ କୌଣସି ପ୍ରକାରର ଡର ଭୟରେ ଘେରି ରହୁଛନ୍ତି ତେବେ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ତାଙ୍କ ନିକଟରେ ବିଡ଼ିଆପାନ ଅର୍ପଣ କରନ୍ତୁ l ଏହାଦ୍ୱାରା ମନର ସମସ୍ତ ଭୟ ଦୂର ହେବ l

– କିଛି ଲୋକଙ୍କ ନିକଟରେ ଜୀବନରେ ସବୁ କିଛି ଥାଇ ମଧ୍ୟ ମନାସିକ ଶାନ୍ତି ନଥାଏ l ଏଭଳି ସ୍ଥିତିରେ ହନୁମାନ ଚାଲିଶା ପାଠ କରି ହନୁମାନଙ୍କ ନିକଟରେ ବିଡ଼ିଆପାନ ଅର୍ପଣ କରନ୍ତୁ l

– ଯଦି ଆପଣଙ୍କ ଜୀବନ ରେ ସୁଖର କମି ରହିଛି, ତେବେ ହନୁମାନଙ୍କ ନିକଟରେ ବିଡ଼ିଆପାନ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଜୀବନ ରେ ଆପଣଙ୍କୁ ସୁଖ ପ୍ରାପ୍ତି ହେବ ଏବଂ ଜୀବନ ସୁଖମୟ ହେବ l

– ହନୁମାନଙ୍କ ନିକଟରେ ବିଡିଆ ପାନ ଅର୍ପଣ କରିବା ଦ୍ୱାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ l ଏବଂ ଆପଣ ରୋଗ ମୁକ୍ତ ହେବେ l ଏହାଛଡା ଜୀବନର ଛୋଟ ଛୋଟ ସମସ୍ୟା ଦୂର ହୋଇଥାଏ l

Har Ghar Tiranga

Leave A Reply