Odisha news

ଦୁନିଆର ଗୋଟିଏ ଏଭଳି ସ୍ଥାନ ଯେଉଁଠି କାମ କରିନଥାଏ ପୃଥିବୀର ଗୁରୁତ୍ଵା କର୍ଷଣ ଶକ୍ତି , କାନ୍ଥରେ ଚଉକି ରଖି ବସି ଥାଆନ୍ତି ଲୋକେ

0

ଗୁରୁତ୍ଵା କର୍ଷଣ ବଳ ବ୍ରହ୍ମାଣ୍ଡ ର ମୂଳ ଶକ୍ତି ଅଟେ l ଯାହାଦ୍ୱାରା ଚଳନ୍ତା ବ୍ରହ୍ମାଣ୍ଡ ରେ ପ୍ରତ୍ୟେକ ବସ୍ତୁ ଚାଲି ଥାଏ ନିଜ ଇଚ୍ଛା ରେ ଏବଂ ରହିଥାଏ ନିଜ ଇଚ୍ଛାରେ l ଏହି ପୃଥିବୀ ରେ ଗୁରୁତ୍ୱlକର୍ଷଣ ବଳ କାରଣରୁ ଜୀବଜଗତ ସମ୍ଭବ ହୋଇଛି l ଯଦି ପୃଥିବୀ ରେ ଗ୍ରାଭିଟି ରହି ନଥାଆନ୍ତା ତେବେ ଏହି ନଦୀ , ନାଳ, ହ୍ରଦ, ପାହାଡ଼ କିଛିବି ରହି ନଥାଆନ୍ତା l ପୃଥିବୀର ଏହି ଗୁରୁତ୍ୱlକର୍ଷଣ ଶକ୍ତି ଯୋଗୁଁ ସୌର ମଣ୍ଡଳ ଓ ଆକାଶ ଗଙ୍ଗା ଏକତ୍ରିତ ଯୋଡି ହେବା ସମ୍ଭବ ହୋଇଛି l

କିନ୍ତୁ ପୃଥିବୀରେ ମଧ୍ୟ ଗୋଟିଏ ଏଭଳି ସ୍ଥାନ ମଧ୍ୟ ରହିଛି ଯେ ଯେଉଁଠାରେ ପୃଥିବୀର ଗୁରୁତ୍ୱlକର୍ଷଣ ଶକ୍ତି କାମ କରିନଥାଏ l ସେହି ସ୍ଥାନଟି ହେଉଛି ଆମେରିକାର କାଲିଫୋର୍ଣ୍ଣିଆ ରେ ମିଷ୍ଟ୍ରି ସ୍ପଟ ର ନାମ ଦିଆଯାଇଛି, ଏହାର ନାମ  ଅଜବ ଗୁରୁତ୍ୱlକର୍ଷଣ ଶକ୍ତି କାରଣରୁ ଦିଆଯାଇଛି l ଏଠାରେ ଗୋଟିଏ ମିଷ୍ଟ୍ରି ସେକ ରହିଛି ଯାହାକି ପଡିଯିବା ଭଳି ଦେଖା ଯାଇଥାଏ l ଏଠାକାର ଲୋକେ ନଇଁ ପଡିବା ଭଳି ଚାଲି ଥାଆନ୍ତି l ଏହାଛଡା ବସ୍ତୁ ଗୁଡିକ ଉପର ପାର୍ଶ୍ୱକୁ ଚଢି ଚାଲିଥାଏ l

ଆମେରିକାର ସାଉଥ ଡକୋଟା ନିକଟରେ କାସମଷ ମିଷ୍ଟ୍ରି ଏରିଆ ରହିଛି l ଏହି ଜାଗା ରେ ଅଦ୍ଭୁତ ପ୍ରକାର ବୃକ୍ଷ ଗୁଡିଏ ରହିଛି, ଯାହାକି ଗୋଟିଏ ପାର୍ଶ୍ୱକୁ ଢଳି ରହିଥାଏ l ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ଏଠାରେ ଆପଣ ଗୋଟିଏ ଗୋଡ଼ରେ ମଧ୍ୟ ଠିଆ ହୋଇପାରନ୍ତି ଏବଂ ଆଦୌ ପଡି ନଥାଆନ୍ତି l ଏଠାକାର ନଦୀ ଓ ହ୍ରଦ ଗୁଡିକ ଓଲଟା ଦିଗକୁ ଅର୍ଥାତ ଉପର ଆଡକୁ ପ୍ରବାହିତ ହୋଇଥାଏ l ଏବଂ ଏଠାକାର ଲୋକ ମାନେ ନିଜ ଘର ଛାତରେ ୯୦ ଡିଗ୍ରୀ କୋଣରେ ଠିଆ ହୋଇ ଥାଆନ୍ତି ଏବଂ କାନ୍ଥରେ ଚେୟାର ରଖି ବସି ଥାଆନ୍ତି l ଏଠାରେ ଯେକୌଣସି ବ୍ୟକ୍ତିର ସନ୍ତୁଳନ ଅସାମାନ୍ୟ ହୋଇଯାଏ l

Leave A Reply