Odisha news

ଲ୍ୟାଟିନ ଘରୁ ଟେକିନେଇ ମହିଳାଙ୍କ ଗଳା କଟିଦେଲେ ଦୃବୁତ।ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ।

0
ଗୋପ : ଲ୍ୟାଟିନ ଘରୁ ଟେକିନେଇ ମହିଳାଙ୍କ ଗଳା କଟିଦେଲେ ଦୃବୁତ,ମହିଳାଙ୍କ ଅବସ୍ଥା ସଂକଟା ପର୍ଣ୍ଣ,ଗୋପ ଡାକ୍ତର ଖାନାରୁ ପୁରୀ ସଦର ଚିକିତ୍ସାଳୟ ସ୍ଥାନତାରିତ।ଆହତ ମହିଳାଙ୍କ ଘର ଗୋପ ଥାନା ବାଡ଼ତରା ପଂଚାୟତ ସଂଖୁଆ ଗାଁର ବୋଲି ଗୋପ ପୋଲିସ ପକ୍ଷରୁ ସୂଚନା ଦେଇଛି।ସୋମବାର  ସନ୍ଧ୍ୟାରେ ସଂଖୁଆ ଗ୍ରାମର ପ୍ରତାପ ବେହେରାଙ୍କ ସ୍ତ୍ରୀ ପିଙ୍କି ବେହେରା ନିଜ ବାରିପଟ ଲ୍ୟାଟିନକୁ ଝାଡା ଯାଇଥିବା ବେଳେ କେହି ଦୃବୁତ ମହିଳାଙ୍କୁ ଟେକି ନେଇ ଘର ଠାରୁ କିଛି ଦୂରରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ।।ତେବେ ମହିଳାଙ୍କ ଚିକ୍ତାର ଶୁଣି ପଡୋଶୀ ଜଣେ ମହିଳା ଆହତ ଅବସ୍ଥାରେ ଉଦ୍ଧାର କରି ଥିଲେ ତେବେ ସ୍ତାନୀୟ ଲୋକେ ଉଦ୍ଧାର କରି ଗୋପ ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ପୁରୀ ସଦର ଚିକିତ୍ସାଳୟ ସ୍ତନତାରିତ କରିଛନ୍ତି।ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।
Nalco

Leave A Reply