Odisha news

ପ୍ରତିଦିନ ଖାଇସାରିବା ପରେ ଦେଶୀ ଘିଅ ସହିତ ଖାଆନ୍ତୁ ଏହି ଗୋଟିଏ ଜିନିଷ , ମିଳିବ ଚାଟି ଚମତ୍କାର ଲାଭ

0
ଶୀତ ଋତୁରେ ଗୁଡ଼ ଖାଇବାର ଚମତ୍କାର ଲାଭ ବିଷୟରେ ଆମେ ପ୍ରାୟ ଜାଣିଛୁ l କିନ୍ତୁ ଖାଇ ସାରିବା ପରେ ଗୁଡ଼ ଘିଅ ଖାଇବାର ଚମତ୍କାର ଲାଭ ବିଷୟରେ ନହାତି ଜାଣି ରଖିବା ଉଚିତ l ତେବେ ଆସନ୍ତୁ ଜାଣିବା ଘିଅ ଓ ଗୁଡ଼ ଖାଇବାର ଚମତ୍କାର ଲାଭ ବିଷୟ ରେ l
* ଦେଶୀ ଘିଅ ଭିଟାମିନ ଏ, ଇ , କେ2 , କ୍ୟାଲସିୟମ୍ ଓମେଗା ୩ ଭଳି ପୋଷାକ ତତ୍ୱ ରେ ଭରପୁର ମାତ୍ରା ରେ ରହି ଥାଏ l ଏହି ସମସ୍ତ ପୋଷାକ ତତ୍ୱ ଶରୀର କୁ ମଜବୁତ୍ କରିଥାଏ ଓ ଅନେକ ଗୁଡିଏ ସମସ୍ୟା ର ସମାଧାନ ହୋଇଥାଏ l
* ଗୁଡ଼ ଅନେକ ପୋଷକ ତତ୍ୱ ରହିଥାଏ l ଏଥିରେ ଫସଫରସ, ପୋଟାସିୟମ, ମଗ୍ନେସିୟମ , ଗ୍ଲୁକୋଜ, ଆଇରନ ଭଳି ପୋଷାକ ତତ୍ୱ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ l
* ଯଦି ପ୍ରତିଦିନ ରାତିରେ ଆପଣ ଖାଇ ସାରିବା ପରେ ଖଣ୍ଡିଏ ଗୁଡ଼ ଓ ଗୋଟିଏ ଚାମଚ ଘିଅ ଖାଇବେ ତେବେ ଆପଣଙ୍କ ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ ଓ ଶରୀର ର ଅନେକ ବ୍ୟାକଟେରିଆ ନଷ୍ଟ ହୋଇଥାଏ l
* ପ୍ରତିଦିନ ଖାଇ ସାରିବା ପରେ ଗୁଡ଼ ଓ ଦେଶୀ ଘିଅ ସେବନ କରିବା ଦ୍ୱାରା ଶରୀର ରେ ଥିବା ବ୍ୟାଡ଼ ଟକ୍ସିନ ନଷ୍ଟ ହୋଇଥାଏ l
* ଗୁଡ଼ ଓ ଦେଶୀ ଘିଅ କୁ ମିଶାଇ ଖାଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ ଓ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ l
* ମହିଳା ମାନେ ଋତୁସ୍ରାବ ସମୟ ରେ ଗୁଡ଼ ଓ ଘିଅ ଖାଇବା ଦ୍ୱାରା ପେଟ ଓ ଦେହ ଯନ୍ତ୍ରଣା ରୁ ଆରମ୍ ମିଳିଥାଏ l ଏବଂ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l
Nalco

Leave A Reply