Odisha news

ସର୍ବଭାରତୀୟ ଫୁଟବଲ ପାଇଁ ସଖା ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ

0
ନିରାକାରପୁର,୨୦/୧୦: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ତରଫରୁ ଚଳିତ ବର୍ଷ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସଭାପତି ବିପିନ କୁମାର ଜୟସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ବହୁ ସଂଖ୍ୟାରେ ସଭ୍ୟ ମାନେ ଉପସ୍ଥିତ ରହି ଚଳିତ ବର୍ଷ କିପରି ସର୍ବଭାତୀୟ ଫୁଟବଲ ଖେଳ ହେବ ସେଥିପାଇଁ ଆଲୋଚନା କରିଥିଲେ। ଶେଷରେ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
Nalco

Leave A Reply