Odisha news

ଫ୍ରିଜ ରେ ରଖି ଖାଉଥିବା ଅଟା ଚକଟା କେତେ ସୁରକ୍ଷିତ ଆପଣଙ୍କ ପାଇଁ , ଏହାକୁ ନେଇ କଣ କହୁଛି ରିସର୍ଚ୍ଚ

0

ସାଧାରଣ ଭାବରେ ଆମେ ଯେତେବେଳେ ଅଟା ଚକଟି ଥାଉ କିଛି ଅଟା ବଳି ପଡିଥାଏ , ଏବଂ ଅମେ ଏହାକୁ ଫ୍ରିଜ ରେ ରଖି ପୁନର୍ବାର ଯେତେବେଳେ ଚାହିଁ ଥାଉ ସେଥିରେ ରୁଟି ପ୍ରସ୍ତୁତ କରି ଖାଇ ଥାଉ l ଆଜି ଆସନ୍ତୁ ଜାଣିବା ଫ୍ରିଜ ରେ ରଖି ଯଦି ଆମେ ଅଟା ଖାଉଛୁ ତେବେ ଏହା ଆମ ଶରୀର କୁ କେଉଁସବୁ କ୍ଷତି କରାଇ ଥାଏ l

* ଯଦି ଆମେ ଫ୍ରିଜ ରେ ରଖି ଅଟା କୁ ରୁଟି ପ୍ରସ୍ତୁତ କରି ଖାଇ ଥାଉ ତେବେ ଏହା ପୋଷାକ ତତ୍ୱ ବିହୀନ ହୋଇଥାଏ l ଏବଂ ଏଥିରେ ଥିବା ଭିଟାମିନ ଓ ମିନେରାଲସ ମଧ୍ୟ ନଷ୍ଟ ହୋଇଥାଏ l
* ଫ୍ରିଜ ରେ ରଖି ଅଟା ଖାଇବା ଦ୍ୱାରା ଅନେକ ସମୟରେ ଫଙ୍ଗସ୍ ଦ୍ୱାରା ପ୍ରଭାବିତ ହୋଇଥାଏ l ଏବଂ ଗ୍ୟାସ ଏସିଡିଟି ସମ୍ବନ୍ଧୀତ ସମସ୍ୟା ହୋଇଥାଏ l
* ଫ୍ରିଜ ରେ ରଖି ଖାଉଥିବା ଆଟା ଦ୍ୱାରା ପାଚନ ସମ୍ବନ୍ଧୀତ ଅନେକ ସମସ୍ୟା ହୋଇଥାଏ l ଗ୍ୟାସ ଏସିଡିଟି ସମ୍ବନ୍ଧୀତ ସମସ୍ୟା ଅଧିକ ଦେଖା ଯାଇଥାଏ l
* ଫ୍ରିଜ ରେ ରଖା ଯାଉଥିବା ଅଟା ବ୍ୟାକଟେରିଆ ଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ପେଟ ର ଅନ୍ତ କୋଷ ଅନେକ ସମୟରେ ଯନ୍ତ୍ରଣା ଦାୟକ ହୋଇଥାଏ l

Leave A Reply