Odisha news

ଆକ୍ଷି ଡେଇଁବା କୌଣସି ଅଶୁଭ ସୂଚନାର କାରଣ ନୁହେଁ, ଏହା ଗୋଟିଏ ସ୍ୱାସ୍ଥ୍ୟଗତ କାରଣ : ରିସର୍ଚ୍ଚ

0

ଆକ୍ଷି ଡେଇଁବାକୁ ମଣିଷ ଗୋଟିଏ ଅଶୁଭ ସୂଚନା ଭାବରେ ଗ୍ରହଣ କରିଥାଏ l ଯେତେବେଳେ ବି ଆକ୍ଷି ଡ଼େଇଁଥାଏ ମନକୁ ଅନେକ ଗୁଡିଏ ଖରାପ ଧାରଣା ଆସିଥାଏ l କେବେକେବେ ଏହି ଆକ୍ଷି ଡେଇଁବା ଏତେ ଅସୁବିଧାରେ ପକାଇଥାଏ ଯେ ମଣିଷ ବ୍ୟତିବ୍ୟସ୍ତ ହୋଇଯାଇଥାଏ l କିନ୍ତୁ ଗବେଷଣା କହୁଛି ଯେ ଆକ୍ଷି ଡେଇଁବା ର କାରଣ ଶରୀରରେ ନିର୍ଦ୍ଧିଷ୍ଟ ଭିଟାମିନ ର କମି l

– ଗବେଷକ ଙ୍କ ମତରେ ଶରୀରରେ କିଛିଟା ପୋଷାକ ତତ୍ୱ କମି କାରଣରୁ ଆକ୍ଷି ବାରମ୍ବାର ଦେଇନଥାଏ l ଏହିସବୁ ମଧ୍ୟରୁ ଗୋଟିଏ ହେଉଛି ମ୍ୟାଗନେସିୟମ୍ ର କମି l ଏହାର କମି ଦ୍ୱାରା ମେୟୋକୋମିଆ ହୋଇଯାଇଥାଏ l ଏବଂ ଆକ୍ଷି ଦେଇନଥାଏ l

– ମଗ୍ନେଶୀୟମ ସହିତ କିଛିଟା ଭିଟାମିନ ରହିଛି ଯାହାଦ୍ୱାରା ଆକ୍ଷି ଡେଇଁବା ଦେଖିବାକୁ ମିଳିଥାଏ l ଯେପରିକି ଭିଟାମିନ ବି 12 ଓ ଭିଟାମିନ ଡି କମି କାରଣରୁ ଆକ୍ଷି ଡ଼େଇଁଥାଏ l

– ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଯେତେବେଳେ ଶରୀରରେ ଫସଫେଟ ର କମି ହୋଇଥାଏ, ସେତେବେଳେ ଲଗାତାର ଆକ୍ଷି ଡେଇଁବା ଆରମ୍ଭ କରିଥାଏ l

– ଖୁବ କମ ଲୋକ ଏହିକଥା ଜାଣିଛନ୍ତି ଯେ ଶରୀରରେ ଖୁବ କମ ଓ ଖୁବ ଅଧିକ କ୍ୟାଲସିୟମ ର କାରଣ ମଧ୍ୟ ଆକ୍ଷି ଡେଇଁବା ହୋଇଥାଏ, ତେଣୁ କ୍ୟାଲସିୟମ ବାଲାନ୍ସ ରଖିବା ମଧ୍ୟ ଜରୁରୀ l

– ତେଣୁ ଆକ୍ଷି ପାଇଁ ସମସ୍ତ ଭିଟାମିନ ଓ ମିନେରାଲ ଯୁକ୍ତ ଖାଦ୍ୟ ଖାଦ୍ୟ ର ଆବଶ୍ୟକତା ରହିଛି l ଯଦି ଆପଣ ଆକ୍ଷି ଜନିତ ଏଭଳି କିଛି ସମସ୍ୟାରେ ପୀଡିତ ରହୁଛନ୍ତି ତେବେ ନିଜ ଖାଦ୍ୟ ପେୟ ର ବିଶେଷ ଧ୍ୟାନ ଦେବା ଜରୁରୀ l

Nalco

Leave A Reply