Odisha news

ସାରା ବିଶ୍ୱରେ ଭାରତ ମଧୁମେହ ରାଜଧାନୀ , ଏହାର କାରଣ ଏହି ୩ଟି ଖାଦ୍ୟ : ରିସର୍ଚ୍ଚ ରୁ ଖୁଲାସା

0

ଗବେଷଣାରେ କୁହାଯାଇଛି ଯେ ଅଲଟ୍ରା ପ୍ରୋସେସଡ଼ ଫୁଡ କାରଣରୁ ଭାରତ ସାରା ବିଶ୍ୱରେ ଡ଼ାଈବିଟିଜ ର ରାଜଧାନୀ ହୋଇଯାଇଛି ବୋଲି ଗୋଟିଏ ଅଧ୍ୟୟନ ରେ କୁହାଯାଇଛି l ଗୋଟିଏ ଅଧ୍ୟୟନ ରେ ୪୮ ଲୋକଙ୍କୁ ସାମିଲ କରାଯାଇଥିଲା ଏବଂ ସେମାନଙ୍କ ଉପରେ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା l ଏଥିରେ ଜଣାପଡି ଥିଲା ଯେ ଚିପ୍ସ, କୁକିଜ, କେକ, ଫ୍ରାଏଡ ଫୁଡ ଓ ମାୟୋନିଜ ଭଳି ଖାଦ୍ୟ ଏଡଭାନ୍ସ ଗ୍ଲାଇସେମିକ  ଏଣ୍ଡ ପ୍ରଡକ୍ଟସ ରେ ଭରପୁର ହୋଇଥାଏ ଏବଂ ଏହି ଖାଦ୍ୟ ସିଧା ସଳଖ ପାନକ୍ରିୟାଜ କୁ ପ୍ରଭାବିତ କରିଥାଏ l

= ବର୍ତମାନ ଭାରତ ହୋଇଛି ଡ଼ାଈବିଟିଜ ର ରାଜଧାନୀ, ଏହି ଅଧୟନ ରେ ଗୋଟିଏ ପଟରେ ମଧୁମେହ ରେ ପ୍ରଭାବିତ ବ୍ୟକ୍ତିଙ୍କୁ ରଖା ଯାଇଥିଲା l ଏବଂ ଏହି ବ୍ୟକ୍ତିମାନେ ୧୨ ସପ୍ତାହ ପର୍ଯ୍ୟନ୍ତ କମ ମାତ୍ରା ରେ ଏଡଭାନ୍ସ ଗ୍ଲାଇସେମିକ ପ୍ରଡକ୍ଟ ଖାଇବାକୁ ଦିଆଯାଇ ଥିଲା l ଏଭଳି ଲୋକଙ୍କ ନିକଟରେ ମଧୁମେହ ସମସ୍ୟା ଏତେ ଅଧିକ ଦେଖିବାକୁ ମିଳିନଥିଲା l

= ଏହି ଅଧ୍ୟୟନ ରେ ସାମିଲ ଥିବା ଡାକ୍ତର ମାନଙ୍କ ମତରେ ଗତ କିଛିବର୍ଷ ହେଲା ଭାରତରେ ଲୋକଙ୍କ ଖାଦ୍ୟ ପେୟ ରେ ଅନେକ ପରିବର୍ତ୍ତନ ଆସିଛି, ଏବଂ ଭାରତୀୟ ମାନେ ଅଧିକ କାର୍ବୋହାଇଡ୍ରେଟ, ଫ୍ୟାଟ, ଲୁଣ , ଚିନି ଓ ଅନିମଲ ପ୍ରଡକ୍ଟ ଦ୍ରୁତ ଗତିରେ ସେବନ କରୁଛନ୍ତି l ଯାହାକି ମଧ୍ଯମେହ ବୃଦ୍ଧିର କାରଣ ଅଟେ l ଏବଂ ଅନ୍ୟ ପକ୍ଷରେ ଫିଜିକାଲ ଆକ୍ଟିଭିଟି ର କମି ଅନ୍ୟ ଗୋଟିଏ କାରଣ l

= ରହି ଅଧୟନ ରେ ଆଡ଼ଭାନ୍ସ ଗ୍ଲାଇସେମିକ ଲେବୁଲ କୁ କିପରି ହ୍ରାସ କରିବେ ତାହା କୁ ଧ୍ୟାନ ରଖିବାକୁ କୁହାଯାଇ ଥିଲା l ତେଣୁ ଅଧିକ ସିଝା ଖାଦ୍ୟ ଖାଇବା ପାଇଁ କୁହାଯାଇ ଥିଲା l ଏବଂ ଅଧିକ ଘିଅ ଓ ତେଲ ଯୁକ୍ତ ଭୋଜନ କରିବାକୁ ନିର୍ଦେଶ ଦିଆଯାଇ ଥିଲା l ଏବଂ ସବୁଜ ପନିପରିବା , ଶାଗ ଜାତୀୟ ଖାଦ୍ୟ, ଶସ୍ୟ ଜାତୀୟ ଖାଦ୍ୟ , ସତେଜ ଫଳ ଇତ୍ୟାଦି ଖାଇବାକୁ ନିର୍ଦେଶ ଦିଆଯାଇ ଥିଲା l

Leave A Reply