ନୂଆଦିଲ୍ଲୀ :କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅପ୍ରେଲ ୧ ତାରିଖରୁ ୪୫ ବର୍ଷରୁ ଉର୍ଦ୍ଧ ସମସ୍ତ ଲୋକଙ୍କ ପାଇଁ କରୋନା ଟୀକ୍କା କାର୍ଯ୍ୟକ୍ରମ ଆରମ୍ଭ କରିବାର ନିର୍ଣ୍ଣୟ ନେଇଛନ୍ତି l ସରକାର ଏହି ମାମଲାରେ ମହତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି l
୨୯ ଦିନ ଦ୍ୱିତୀୟ ଖୋରାକ ଦେବାର ସୁବିଧା ରଖ ଯାଇଛି l ଲାଭବାନ ହେଉଥିବା ଲାଭାର୍ଥି ମାନେ ନିଜର ସୁବିଧା ଅନୁସାରେ ୪ ରୁ ୮ ସପତାହା ମଧ୍ୟରେ ଦ୍ୱିତୀୟ ଖୋରାକ ଚୟନ କରିବାର ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ରହିଛି l ନିଜ ଅଞ୍ଚଳରେ ସବୁଠୁ ବଡ଼ ଟିକକକରଣ ଅଭିଯାନରେ ଭୂମିକା ଗ୍ରହଣ କରି ପାରିବେ ,କିନ୍ତୁ ନିୟମ ସହିତ କିଛି ଜାଗାରେ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି କୋଭିଡି ଟୀକ୍କା କରଣର ତୃତୀୟ ଚରଣ ,୫୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଏହି ଟୀକ୍କା କରଣ କରାଯିବ l
ଲାଭାର୍ଥି ମାନଙ୍କୁ ପ୍ରଥମ ଡୋଜର ୬ ରୁ ୮ ସପ୍ତାହ ମଧ୍ୟରେ ଦୁତୀୟା ଡୋଜ ନେବାପାଇଁ କୁହାଯାଉଛି l ଏହା ମଧ୍ୟ କୁହାଯାଉଛି ଯେ ୮ ସପ୍ତାହରୁ ଅଧିକ ଡେରି କଲେ ଆପଣଙ୍କୁ କରୋନା ଟୀକ୍କାର ଡୋଜ କମ ପ୍ରଭାବ ଦେଖାଇବ l
ଏପରିକି ଯଦି ଦୁତୀୟା ଡୋଜ ପାଇଁ ଟୀକ୍କା ଧାରଣ କରିଥିବା ବ୍ୟକ୍ତି ନିଜ ଇଛାରେ ସମୟ ସୁବିଧା ବାଛିବେ କିମ୍ବା ଦିନ ତାରିଖ ଧାର୍ଯ୍ୟ କରିବେ ତେବେ ସେମାନେ ଏହା ଦ୍ୱାରା ଲାଭାନ୍ଵିତ ହେବାର ସମ୍ବବନା ରହିଛି l ଟୀକ୍କା କାରଣ ପାଇଁ ନିଜେ ସ୍ୱତନ୍ତ୍ର ଭାବରେ ୱେବ ସାଇଡ଼କୁ ଯାଇ ବାଛି ପାରିବେ ସେଥିପାଇଁ www.cowin.gov.in ଉପରେ ଯାଇ ବନ୍ଦ କରି ପାରିବେ l
ସରକାର ୪୫ ବର୍ଷରୁ ଅଧିକ ବୟସ ସମସ୍ତ ବ୍ୟକ୍ତିଙ୍କ ପାଇଁ ଟୀକ୍କାକରଣ ଖୋଲିଛନ୍ତି l
* ୪୫ + ବର୍ଷ ଶ୍ରେଣୀ ପାଇଁ କଟଅଫ ତାରିଖ ଜାନୁଆରୀ ୧ ତାରିଖ ୧୯୭୭ ପୂର୍ବରୁ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ପାଇଁ l
* ସିଷ୍ଟମକୁ ସରଳ କରିବା ପାଇଁ କୋମର୍ବିଡିଟିଜ କ୍ଲଜ ହଟାଇ ଦିଆ ଯାଇଛି
-CoWIN ପ୍ରଣାଳୀ ପଞ୍ଜିକରଣ ପାଇଁ ଓ ୧ ଅପ୍ରେଲ ୨୦୨୧ ରୁ ୪୫ ବର୍ଷ କିମ୍ବା ଅଧିକ ବୟସ ସମସ୍ତ ବ୍ୟକ୍ତିଙ୍କୁ ଟୀକ୍କା କରଣ ପାଇଁ ବୁକିଂ ଖୋଲା ରହିବ l ଅପ୍ରେଲ ୧ ତାରିଖ ୨୦୨୧ ରୁ ଏଭଳି ବ୍ୟକ୍ତିଙ୍କର ପଞ୍ଜିକରଣ ମଧ୍ୟ ଅନିଶ୍ଚିନ୍ତ ହେବ ଆବଶ୍ୟକ l
– ଦେଶରେ ଟୀକ୍କା କରଣର କମି ନାହିଁ l କିନ୍ତୁ ଲୋକ ମାନଙ୍କୁ ଅନାବଶ୍ୟକ ଭାବରେ ଭୟ କରିବା ଉଚିତ ନୁହେଁ l
ଟୀକ୍କା କରଣକୁ ଉପଯୋଗ କରନ୍ତୁ ,ଲାଭାର୍ଥି ମାନଙ୍କୁ ହାର୍ଡ କପି କିମ୍ବା ଟୀକ୍କା କରଣ ପ୍ରମାଣପତ୍ରର ଏକ ଡିଜିଟାଲ କପି/ଲିଙ୍କ୍ ପାଇବା ପାଇଁ ଜୋର ଦେବା ବଶ୍ୟକ l
ଘରୋଇ ଡାକ୍ତର ଖାନାରେ ଏହାକୁ ହାସଲ କରିବା ପାଇଁ ଫିସ ସାମିଲ କରାଯାଇଛି l ଏହାକୁ ସୁନିଶ୍ଚିନ୍ତ କରିବା ପାଇଁ ପ୍ରମାଣ ପତ୍ର ପ୍ରାପ୍ତ କରାଯାଇଛି ,୩୦ ମିନିଟିରୁ ଅଧିକ ସମୟ ପର୍ଯ୍ୟନ୍ତ ଆପଣ ଉପଯୋଗ କରି ପାରିବେ l ଏହା ବିନା ଘରକୁ ଫେରିବା ଉଚିତ ନୁହେଁ l ଯଦି ଡାକ୍ତର ଖାନାରେ ପ୍ରମାଣପତ୍ର ଦିଆଯାଉ ନାହିଁ ତେବେ ଲାଭାର୍ଥି ଟୋଲ ଫ୍ରି ନମ୍ବର ୧୦୭୫ ରେ ଅଭିଯୋଗ କରି ପାରିବେ l ଯଦି ଲାଭାର୍ଥି CoWIN ଟୀକ୍କା କରଣ ପାଇଁ ଅନଲାଇନରେ ଆପଏଣ୍ଟମେଣ୍ଟ ନେଇଛନ୍ତି ତେବେ ଘରୋଇ କିମ୍ବା ସାର୍ବଜନିକ ଚିକିତ୍ସାଲୟରେ ଅନ୍ୟ କୌଣସି ନିଯୁକ୍ତି ନେବାର ଆବଶ୍ୟକତା ନାହିଁ l ଯଦି କୌଣସି ଡାକ୍ତର ଖାନା ଟୀକ୍କା କରଣର ଏହି ନିର୍ଦେଶକୁ ପାଳନ ନକଲା ,ତେବେ ଯେକୌଣସି ବ୍ୟକ୍ତି ଟୋଲ ଫ୍ରି ନମ୍ବର ୧୦୭୫ ରେ ଅଭିଯୋଗ କରି ପାରିବେ l
Comments are closed.