Odisha news

ଅଧ୍ୟୟନ ର ଖୁଲାସା : କୋଲଡ଼ ଡ୍ରିଂକ୍ସ ସେବନ ଦ୍ୱାରା ଆପଣଙ୍କ ପାଟିର ଲାଳ ରେ ମଧ୍ୟ ବୃଦ୍ଧି ହୋଇଥାଏ ଇନ୍ସୁଲୀନ ମାତ୍ରା

0

କୋଲଡ଼ ଡ୍ରିକଂସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣି ସୁଧା କୋଲଡ଼ ଡ୍ରିଂକ୍ସ ସେବନ କରିଥାଉ l ଆଜିକାଲି ବଜାରରେ ମିଳୁଥିବା ଡାଏଟ କୋଲା ମଧ୍ୟ ଶରୀର ପ୍ରତି ସେତିକି ମାରାତ୍ମକ l ନିକଟରେ ୧୫ ଜଣ ସୁସ୍ଥ ବ୍ୟକ୍ତି ଙ୍କୁ ଗୋଟିଏ ରିସର୍ଚ୍ଚ ରେ ଶାମିଲ କରାଗଲା l ଏହି ୧୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ପ୍ରତିଦିନ ଖାଇ ସାରିବା ପରେ ଡାଏଟ କୋଲ୍ଦ୍ ଡ୍ରିଂକ୍ସ ଓ ଆଉ କିଛି ବ୍ୟକ୍ତି ଙ୍କୁ ସାଧାରଣ କୋଲଡ଼ ଡ୍ରିଂକ୍ସ ଦିଆଯାଉ ଥିଲା l

* ଏହି ଗବେଷଣା ରେ ଦେଖିବାକୁ ମିଳିଥିଲା ଯେ ଡାଇଟ କୋଲା ଓ ସାଧାରଣ କୋଲା ପିଇବାର ୧ ଘଣ୍ଟା ପରେ ସେମାନଙ୍କ ଲାଳ ରେ ଇନ୍ସୁଲୀନ ସ୍ତର ବଢି ଯାଇଛି l ବିଶେଷ କଥାଟି ହେଲା ଯେ ସାଲାଇବା ରେ ନେଚୁରଲ ସ୍ବୀଟନର ରହିଛି l ଯାହାକୁ ଏସପୋରଟମ କୁହାଯାଇ ଥାଏ l

* କୋଲଡ଼ ଡ୍ରିଂକ୍ସ କେବଳ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ନୁହେଁ l ସେହି ସମସ୍ତ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ଅଟେ ଯେଉଁମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ l କୋଲଡ଼ ଡ୍ରିଂକ୍ସ କୁ ବଜାରରେ ଏଭଳି ବିକ୍ରି କରାଯାଇ ଥାଏ ଯେପରି ଏଥିରେ କୌଣସି କ୍ୟାଲୋରୀ ନାହିଁ l

Nalco

Leave A Reply