Odisha news

ଛତ୍ରପୁର ମେଡିକାଲ ପରିସରରୁ ଉଦ୍ଧାର ହେଲା ୪ ଫୁଟ ର ନାଗ ସାପ

ଛତ୍ରପୁର ୨୧/୩ : ଛତ୍ରପୁର ମେଡିକାଲ ପରିସରରେ ଏକ ୪ ଫୁଟ ଲମ୍ବାରର ନାଗ ସାପକୁ ଉଦ୍ଧାର କରାଯାଇଛି । ଶନିବାର ବିଳମ୍ବିତ ରାତ୍ର ରେ ଏକ ୪ ଫୁଟ ର ନାଗସାପ ଚିକିତ୍ସାଳୟ ପରିସରରେ ରହିଥିବା ରୋଗୀ ମାନେ ଓ ମେଡିକାଲ କର୍ମଚାରୀ ମାନେ ଦେଖି ଭୟଭୀତ ହୋଇପଡିଥିଲେ । ଏହା ପରେ ଜଣେ ସାପ ଧରାଳି ଆସି ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ।

Comments are closed.