Odisha news

ଚାଣକ୍ୟ ନୀତି : ଏହି ୪ଟି କାର୍ଯ୍ୟ କରିବା ପରେ ତୁରନ୍ତ ସ୍ନାନ କରିବା ଜରୁରୀ

0

ଚାଣକ୍ୟଙ୍କ ନୀତିଶାସ୍ତ୍ର ମଣିଷ ଜୀବନରେ ସତକର୍ମ ଓ ଭଲ ମାର୍ଗ କୁ ଦର୍ଶାଇ ଥାଏ l ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏଭଳି ୩ଟି କାର୍ଯ୍ୟକୁ ଦର୍ଶାଇଛନ୍ତି ଯାହାକୁ କରିବା ପରେ ଆପଣ ତୁରନ୍ତ ସ୍ନାନ କରିବା ଜରୁରୀ l

– ସ୍ମଶାନ ରୁ ଆସିବା ପରେ ତୁରନ୍ତ ସ୍ନାନ କରିବା ଜରୁରୀ l ସ୍ମଶାନ ରେ ଅନେକ ପ୍ରକାର ନକାରାତ୍ମକ ଉର୍ଜା ରହିଥାଏ l ସେଠାକାର ଧୂଆଁ ବାଜିବା ଦ୍ୱାରା ବ୍ୟକ୍ତି ଅପବିତ୍ର ହୋଇଯାଇ ଥାଏ , ଏହାଛଡା ନକାରାତ୍ମକ ଚେତନା ଓ ଚିନ୍ତନ ରୁ ଦୁରେଇ ରହିବା ପାଇଁ ସ୍ମଶାନ ରୁ ଆସିବା ପରେ ସ୍ନାନ କରିବା ଆବଶ୍ୟକ l

– ଆମେ ଯେମିତି ଗାଧୋଇ ସାରି ତେଲ ଲଗାଇବା ବର୍ଜନୀୟ ଅଟେ, ସେହିଭଳି ତେଲ ମାଲିସ କରିସାରି ନିହାତି ଗାଧୋଇବା ଜରୁରୀ ଅଟେ l ଏହାଦ୍ୱାରା ଲୋମ ଛିଦ୍ର ରୁ ତେଲ ହଟି ଯାଇଥାଏ ଏବଂ ମନରେ ସାତ୍ଵିକ ଭାବନା ଆସିଥlଏ l

– ଏବଂ ଶୌଚ କରିବା ପରେ ମଧ୍ୟ ସ୍ନାନ କରିବା ଜରୁରୀ ହୋଇଥାଏ l କାହିଁକି ନl ନଚେତ ଏହାଦ୍ୱାରା  ଶରୀର ମଧ୍ୟରେ କୀଟାଣୁ ର ପ୍ରବେଶ ହୋଇଥାଏ l ଏବଂ ଆମେ ସୁସ୍ଥ ଶରୀର ଓ ସୁଷ ମାନସିକତା ପାଇଁ ମଧ୍ୟ ସ୍ନାନ କରିବା ଜରୁରୀ l

– ଯେତେବେଳେ ଆପଣ ଖିଅର ହୁଅନ୍ତି ବା କେଶ କାଟନ୍ତି ସେତେବେଳେ ସ୍ନାନ କରିବା ଜରୁରୀ l କେଶ କାଟିବା ଏବଂ ଖିଅର ହେବା ଗୋଟିଏ ଅଶୁଦ୍ଧ କାର୍ଯ୍ୟ ଅଟେ l ଏହାକୁ କରିବା ସ୍ନାନ କରିବା ଜରୁରୀ , ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଏହା ଠିକ ନୁହେଁ l

Har Ghar Tiranga

Leave A Reply