ଯାଜପୁର: ଆଜି ଜିଲ୍ଲା ବିଜେପି ପକ୍ଷରୁ ଯାଜପୁର ଟାଉନଠାରେ ଏକ ବିଶାଳ ନାଗରିକ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ଗାନ୍ଧୀ ଛକଠାରୁ ଆରମ୍ବ ହୋଇ ଯାଜପୁର ମୁ୍ୟନିସପାଲଟିର ୧୮ଗୋଟି ଓାର୍ଡକୁ ପରିକ୍ରମା କରିଥିଲେ । ଏହି ରାଲିର ମୁଖ୍ୟ ଉଦେ୍ଦଶ୍ୟ ଥିଲା ନାଗରିକ ସୁରକ୍ଷା ଆଇନ ଉପରେ ଜନସାଧାରଣକୁ ସଚେତନ କରାଇବା । ଏହି ଆଇନକୁ ନେଇ ଲୋକମାନଙ୍କ ମନରେ ଉଠିଥିବା ବିଭିନ୍ନ ସନେ୍ଦହ ଓ ଡରକୁ ଦୂରୀଭୂତ କରିବା ପାଇଁ ଲିଫଲେଟ ବଣ୍ଟନ ସହିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ରହି ନାଗରିକ ସୁରକ୍ଷା ସଚେତନତା ବିଷୟରେ ଜନସାଧାରଣକୁ ବୁଝାଇଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱ କରିଥିବା ବେଳେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର,ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରୀପାଠୀ , ବିଜେପି ଜିଲ୍ଲା ସଭାପତି ଗୈାତମ ରାୟ, ଅମିୟ ମଲ୍ଲିକ, ପ୍ରଦିପ ବଳସାମନ୍ତ, ବିଶ୍ୱ ମଲିକ, ବିଶ୍ୱଜିତ ଜେନା, ବବିତା ମଲ୍ଲିକ, ସୁଦିପ୍ତ ପଣ୍ଡା, ସୁରଜଲାଲ ସାମଲ , ମୃତୁ୍ୟଞ୍ଜୟ ମିଶ୍ର, ଶୁଭାସିନୀ ଶର୍ମା, ରମେଶ ସାମଲ, ମନ୍ମଥ ବରାଳ, ଅସୀମ କର, ଦୀପ୍ତିରେଖା ମିଶ୍ର, ସୁରେଶ ରାଉତ, ଜିତାମିତ୍ର ଦାସ, ଶ୍ରୀନିବାସ ପରିଡା, ସୁଧାଂଶୁ ବେହେରା , ସୁଶାନ୍ତ ସାହୁ , ଚନ୍ଦ୍ରଶେଖର ପଣ୍ଡା, ପାଣ୍ଡବ ଧଳ , ଇତିଶ୍ରୀ ଜେନା, ଟୁନାରାଣୀ ପଣ୍ଡା, ଅଯୋଧ୍ୟା ଜେନା , ପ୍ରଦୀପ ଧଳ, ନିତ୍ୟାନନ୍ଦ ମହାଳିକ, ଜିତେନ୍ଦ୍ର ବେହେରା, ଗଜପତି ଭୂୟାଁ, ଭାସ୍କର ଯେନା , ବାବୁଲି ସାମଲ, ସତ୍ୟଜିତ ସ୍ୱାଇଁ, ଉପେନ୍ଦ୍ର ପଣ୍ଡା, କୁଳମଣି ପରିଡା, କେଶବ ମିଶ୍ର, ନିରଞ୍ଜନ ବଳ , ମହେନ୍ଦ୍ର ରାଉତ, ପ୍ରଫୁଲ ସାହୁ , ପ୍ରମୋଦ ଦ୍ୱିବେଦୀ, ଶ୍ରୀକାନ୍ତ ସାହୁ, ଲକ୍ଷ୍ମୀଧର ସେଠୀ, ସୁଶାନ୍ତ ବେହେରା, ରାମଚନ୍ଦ୍ର ସନ୍ଦିବିଗ୍ରହ, ରାମକୁମାର ସାହୁ, ଆଶୁତୋଷ ପାଣିଗ୍ରାହୀ, ରମାକାନ୍ତ ସାହୁ, ଆନନ୍ଦ ଭଞ୍ଜ ପ୍ରମୁଖ ଏହି ରାଲିରେ ସାମିଲ ହୋଇଥିଲେ ।