ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଧାରା ଅନୁସାରେ ଚଳିତଥର ବିଜେପି ପାଇଁ ଫଳାଫଳ ଦଳର ଆଶାଠାରୁ ଅଧିକ ହୋଇଛି। ଏହି ନିର୍ବାଚନରେ ବିଜେପି ମୋଟ ୧୪୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଏବଂ ଏପର୍ଯ୍ୟନ୍ତ ଧାରା ଅନୁଯାୟୀ ଦଳ ୧୩୧ଟି ଆସନରେ ଆଗୁଆ ରହିଛି।