Odisha news

ରାମେଶ୍ବର ପଞ୍ଚାୟତରେ ବିଜେପିର ପଦଯାତ୍ରା

0

ନିରାକାରପୁର,୨୧/୩: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରାମେଶ୍ବର ପଞ୍ଚାୟତରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ନିମନ୍ତେ ଭାରତୀୟ ଜନତା ପାର୍ଟି, ଖୋର୍ଦ୍ଧା ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ, ଖୋର୍ଦ୍ଧା ବିଜେପି ବିଧାନ ସଭାନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କିଶୋର ଚନ୍ଦ୍ର ବରାଳ, ଜୀତେନ୍ଦ୍ର ବେହେରା, ଶୁଚିଶ୍ମିତା ମିଶ୍ର ବଡଜେନା, ରଜତ ଶର୍ମା ଙ୍କ ସମେତ ଅନ୍ୟ ନେତ୍ରୁ ମଣ୍ଡଳୀ  ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାରେ ସାମିଲ ହୋଇଥିଲେ ।

Har Ghar Tiranga

Leave A Reply