Odisha news

ଚତୁର୍ମାସ୍ୟା ରେ ଚମକିବ ଏହି ୪ଟି ରାଶିର ଭାଗ୍ୟ, ମହାଦେବ ଓ ବିଷ୍ଣୁ ଙ୍କର ରହିବ କୃପା

0

୧୭ ଜୁଲାଇ ୨୦୨୪ ତାରିଖ ରେ ଦେବ ଶୟନ ଏକାଦଶୀ ଠାରୁ ଚତୁର୍ମାସ ଆରମ୍ଭ ହୋଇଥାଏ, ଏହାର ସମାପନ ନଭେମ୍ବର ୧୨ ତାରିଖ ରେ ଦେବଉତଥାନ ଏକାଦଶୀ ରେ ହେବ l ଚଳିତ ବର୍ଷ ଚତୁର୍ମାସ ଅର୍ଥାତ ଶ୍ରlବଣ, ଭାଦ୍ରବ, ଅଶ୍ୱିନ ଓ କାର୍ତିକ ମାସ କିଛିଟା ବିଶେଷ ରାଶି ଉପରେ ବିଶେଷ କୃପା ରହିବ l ଏହି ସମୟରେ କର୍କଟ, କୁମ୍ଭ, ମିଥୁନ ଓ କନ୍ୟା ରାଶି ଉପରେ ମହାଦେବ ଓ ବିଷ୍ଣୁ ଙ୍କ କୃପା ରହିବ l

– କୁମ୍ଭ ରାଶିର ବ୍ୟକ୍ତି ଙ୍କ ପାଇଁ ଚତୁର୍ମାସ ରେ ପୁରୁଣା ନିବେଶ ରୁ ଧନଲାଭ ହୋଇପାରେ l ଚାକିରୀ କ୍ଷେତ୍ରରେ ଆସୁଥିବା ବାଧାବିଘ୍ନ ଦୂର ହେବ l ମାନସିକ ଚିନ୍ତା ରୁ ମୁକ୍ତି ମିଳିବ l ବ୍ୟବସାୟ ର ବୃଦ୍ଧି ହେବ l ଏବଂ ଜୀବନ ରେ ସାମାନ୍ୟ ଅସୁବିଧା ଦୂର ହେବ l

– ଚତୁର୍ମାସ୍ୟା ରେ ୪ ମାସ ର ସମୟ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ସୁଖ ସମୃଦ୍ଧି ନେଇ ଆସିବ l ବୈବାହିକ ଜୀବନ ସୁଖମୟ ହେବ l ଦୀର୍ଘ ସମୟ ଧରି ଯେଉଁ କାର୍ଯ୍ୟ କୁ କରିବା ପାଇଁ ଯୋଜନା ରହିଥିବ ତାହା ସୁରୁଖୁରୁ ରେ ହୋଇଯିବ l

– କନ୍ୟା ରାଶିର ବ୍ୟକ୍ତିଙ୍କ ଜୀବନ ରେ ସୁଖ ର ସମୟ ଆସିବାକୁ ଯାଉଛି l ଚତୁର୍ମାସ୍ୟା ର ଶୁଭ ସଂଯୋଗ ଆପଣଙ୍କ ଜୀବନ ରେ ଅନେକ ଅସୁବିଧା କୁ ଦୂର କରିବ l ପୈତୃକ ସମ୍ପତି ରେ ଲାଭ ମିଳିବ l ଚାକିରୀ କରିବାର ସୁଯୋଗ ମିଳିବ l

– ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଚତୁର୍ମାସ୍ୟା ଖୁବ ଭଲ ରହିବ l ଆର୍ଥିକ ସ୍ଥିତି ଖୁବ ଭଲ ରହିବ l ମାଙ୍ଗଳିକ କାର୍ଯ୍ୟ ଖୁବ ଭଲ ରହିବ l ଲଭ ଲାଇଫ ମଧ୍ୟ ଖୁବ ସୁନ୍ଦର ହୋଇଯିବ ଏବଂ କ୍ୟାରିଅର ରେ ସଫଳତା ମିଳିବ l

Leave A Reply