Odisha news

ଭୂମିଙ୍କ ଫିଲ୍ମ ଚୟନ ପଲିସି

0

ଖୁବ୍‌ କମ୍‌ ଦିନ ମଧ୍ୟରେ ଇଣ୍ଡଷ୍ଟ୍ରୀକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ଭୂମି ପେଡନେକର । ଭୂମି କହିଛନ୍ତି, ସେ ଚୟନ କରିଥିବା ଭୂମିକାରେ ଫିଟ୍‌ ପ୍ରମାଣିତ ହୋଇଛନ୍ତି । ଏହାପଛରେ ଦର୍ଶକଙ୍କ ଭୂମିକା ରହିଛି ଯେଉଁମାନେ ମୋତେ ଏତେ ଭଲପାଇବା ଦେଇଛନ୍ତି । ଜଣେ କଳାକାର ଭାବେ କେବଳ ନିଜ କାମ କରିବାର ଉପାୟ ହିଁ ଫିଲ୍ମର ସଫଳତା ସହ ସମ୍ବନ୍ଧିତ ଓ ଭଲ କାମ ସହିତ ପରିଣାମ ଅଧିକ ଭଲ ହୋଇଥାଏ । ମୋର ଆଶା ଯେ ଏପରି ଭଲ କାମ କରିବା ଚେଷ୍ଟା ଜାରି ରଖିବା ସହ ଭଲ କାହାଣୀ ଚୟନ କରିବି । ଭୂମି ଚଳିତ ବର୍ଷ ଦୁର୍ଗାବତୀ, ଡଲି କିଟ୍ଟି ଅର ଓ ଓ ଚମକତେ ସିତାରେ ନଜର ଆସିବେ । ଏଥିସହ କରଣ ଜୋହରଙ୍କ ଫିଲ୍ମ ତଖ୍‌ତର ସୁଟିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମ ବଧାଇ ହୋର ସିକେ୍ୱଲରେ ମଧ୍ୟ ମୁଖ୍ୟ ଭୂମିକା ନିଭାଇପାରନ୍ତି ।

Leave A Reply